ଇସ୍ତଫା ଦେଲେ ୭ ବିଧାୟକ, ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ ପାଇଥିବା ବିଧାୟକମାନେ ଦେଲେ ଇସ୍ତଫା // ରାଷ୍ଟ୍ରପତିଙ୍କୁ ‘poor lady’ କହି ବିବାଦରେ ସୋନିଆ ଗାନ୍ଧୀ, କ୍ଷମାପ୍ରାର୍ଥନା ଦାବି କଲା ବିଜେପି, ମା’ଙ୍କୁ ସମର୍ଥନ କଲେ ପ୍ରିୟଙ୍କା ଗାନ୍ଧୀ // ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, – ୨୦୨୫-୨୬ ଆର୍ଥିକ ବର୍ଷରେ ଧିମା ରହିବ ଅଭିବୃଦ୍ଧି ହାର, – ମୋଟ ଘରୋଇ ଉତ୍ପାଦ ବା ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ଆକଳନ // ସରିଲା ଶୀତ ଦିନ, ଉପରମୁହାଁ ପାରଦ : ଫେବୃଆରୀ ମାସ ଆରମ୍ଭରୁ ପାରଦ ସ୍ଵାଭାବିକ ଠାରୁ ୪ରୁ ୬ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ରହିବ ଖରାର ପ୍ରଭାବ, ସକାଳୁ ଘନ କୁହୁଡି ନେଇ ଆଲର୍ଟ//ଯାଜପୁର : ପରିବାର ଲୋକଙ୍କୁ ନିଶା ଦେବା ଘଟଣା : ଦୁଇ ଶିଶୁ କଟକ ସ୍ଥାନାନ୍ତର//ଆଜି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଆଞ୍ଜେଲ’//ଏଲଓସିରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିରେ ୩ ଆତଙ୍କୀ//ଗଜପତି ଜିଲ୍ଲା ମୋହନାରେ ଅଘଟଣ: ବିଦ୍ୟୁତ୍ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ//ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ରାଜନୀତି ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ; ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ବରପାଲି ପୁଲିସ//ଆସନ୍ତା ୨ ଓ ୩ ତାରିଖ ଦିନ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ, ୫ ଓ ୬ ତାରିଖରେ ବି କାମ ବନ୍ଦ ରହିବ , ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି , ସୋସିଆଲ ମିଡିଆ ଏକ୍ସ ରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ//ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ: ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ//ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ, ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି//ରାଷ୍ଟ୍ରପତିଙ୍କ ସମ୍ବୋଧନ: କହିଲେ ୧୦ ବର୍ଷର କାର୍ଯ୍ୟକାଳ ବିକଶିତ ଭାରତକୁ ଗତି ଦେଇଛି , ବିଶ୍ଵର ୩ୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ଭାରତ, ମହିଳାଙ୍କୁ ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ//ଏଆଇ ଓ ଡିଜିଟାଲ କ୍ଷେତ୍ରରେ ପଥ ପ୍ରଦର୍ଶକ ସାଜିଛି ଭାରତ: ରାଷ୍ଟ୍ରପତି//ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେଲେ ମଧୁସୂଦନ ପାଢୀ//ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚ୍ : ଆଜି ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୪ର୍ଥ ଟି-ଟ୍ୱେଣ୍ଟି : ଇଂଲଣ୍ଡକୁ ୧୫ ରନରେ ପରାସ୍ତ, ସିରିଜ ଜିତିଲା ଟିମ ଇଣ୍ଡିଆ
1
previous post