Sunday, February 23, 2025
Home ଆମ ଓଡ଼ିଶା ୨ଜଣଙ୍କୁ କଚାଡ଼ି ମାରିଦେଲା ହାତୀ

୨ଜଣଙ୍କୁ କଚାଡ଼ି ମାରିଦେଲା ହାତୀ

by
0 comment

//କଳାହାଣ୍ଡି: ବିଶ୍ୱନାଥପୁର ରେଞ୍ଜ କାଦମାଳି ଗାଁରେ ହାତୀ ଉପଦ୍ରବ। ଘର ଭାଙ୍ଗି ୨ଜଣଙ୍କୁ ଦଳି ମାରିଲା ହାତୀ।//ବର୍ଣ୍ଣବୋଧ ଭାଗ୍ୟ ଫିଟିଲା, ଆଜି ମୁଖ୍ୟମନ୍ତ୍ରୀ କରିବେ ଲୋକାର୍ପଣ//ଭୁବନେଶ୍ୱର: କିଛି ଯୁବକ ଖାଇବା ଦେବାରେ ବିଳମ୍ବ କରିବାରୁ ୱେଟରଙ୍କ ପିଟିଥିବା ଅଭିଯୋଗ। ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ସୂଚନା। ଖାଇବାକୁ ମାଗି ୨ ମିନିଟ ବିଳମ୍ବ ହେବାରୁ ୱେଟରକୁ ମାଡ଼ ମାରିଥିବା ଅଭିଯୋଗ। ୱେଟରଙ୍କୁ ମାଡ଼ ମାରିଥିବା ଭିଜୁଆଲ ସିସିଟିଭିରେ କଏଦ। ଥାନାରେ ଅଭିଯୋଗ ପରେ ପୁଲିସର ଛାନଭିନ ଆରମ୍ଭ । //ବାରବାଟୀ ଦିନିକିଆ: ଆଜିଠାରୁ ଅନ୍‌ଲାଇନ୍‌ ଟିକଟ ବୁକିଂ//ସମ୍ବଲପୁର: ନାକ ରେଟିଂ ଲାଞ୍ଚ ମାମଲାରେ ୧୦ ଗିରଫ। ଆନ୍ଧ୍ର ପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗରେ ଗିରଫ। ୧୦ଜଣଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି। ଜ୍ୟୋତିବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ। ଓଡ଼ିଶା ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିଥିଲା ସିବିଆଇ।//ଆର୍ଥିକ ବର୍ଷରେ ରେଳ ସୁରକ୍ଷା ପାଇଁ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଜନା//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od