Saturday, February 22, 2025
Saturday, February 22, 2025
Home Latest ୧୪ଟି ପତଞ୍ଜଳି ଦ୍ରବ୍ୟର ଲାଇସେନ୍ସ ବାତିଲ୍‌ କଲା ଉତ୍ତରାଖଣ୍ଡ

୧୪ଟି ପତଞ୍ଜଳି ଦ୍ରବ୍ୟର ଲାଇସେନ୍ସ ବାତିଲ୍‌ କଲା ଉତ୍ତରାଖଣ୍ଡ

by
0 comment

୧୪ଟି ପତଞ୍ଜଳି ଦ୍ରବ୍ୟର ଲାଇସେନ୍ସ ବାତିଲ୍‌ କଲା ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: ଡ୍ରଗ୍ ବିଜ୍ଞାପନ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଉତ୍ତରାଖଣ୍ଡ ସରକାର ଅନୁମତି ପ୍ରଦାନ କରିଥିବା ଏକ ଆଫିଡେଭିଟ ଜରିଆରେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି।

Sambad is now on WhatsApp

Join and get latest news updates delivered to you via WhatsApp

ପ୍ରତିବାଦରେ ଉତ୍ତରାଖଣ୍ଡ ସରକାର କରିଛନ୍ତି ଯେ ଆଇନ୍‌ ବିରୋଧୀ ବିଜ୍ଞାପନ ପ୍ରକାଶନ କରିଥିବାରୁ କଠୋର ଦଣ୍ଡବିଧାନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ତାଙ୍କ ଉପରେ ଜେଲ୍‌ ଓ ଜରିମାନା ଉଭୟ ଲାଗୁ କରାଯାଇପାରେ। କେବଳ‌ ସେତିକି ନୁହେଁ, ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇ‌ସେନ୍ସକୁ ବାତିଲ ମଧ୍ୟ କରାଯାଇଛି।

ଏପଟେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍।ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଥିଲା। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଖବରକାଗଜରେ ସର୍ବସାଧାରଣରେ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।

ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od