Saturday, January 11, 2025
Saturday, January 11, 2025
Home odia news ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ

୧୨ ଘଣ୍ଟିଆ ପାଟଣାଗଡ ବନ୍ଦ

by
0 comment

କାର୍ଯ୍ୟକୁ ସରଳ ଓ ସହଜ କରିବା ପାଇଁ ସରକାରଙ୍କ ପକ୍ଷରୁ ପୁଲିସଙ୍କୁ ମିଳିବ ବାଇକ, ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବେଇକ୍‌‌ ଥିବାରୁ କାମ ଶୀଘ୍ର ହେଉନି, ପ୍ରତି ପୁଲିସଙ୍କୁ ବାଇକ୍‌‌ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ, ପୁଲିସଙ୍କ ନାମରେ ବାଇକ୍‌‌ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସାଙ୍ଗରେ ନେବେ//ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା, ସହରରେ ହାଇଆଲର୍ଟ ଜାରି, ଧାର୍ମିକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି // ରାଜଧାନୀ ନୂଆଦିଲ୍ଲୀରେ ଚାଞ୍ଚଲ୍ୟ, ୪ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲା ବାପା, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ରଙ୍ଗପୁରୀ ପାହାଡ଼ି ଅଞ୍ଚଳର ଘଟଣା // ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ, ଆଇନଶୃଙ୍ଖଳାକୁ ନେଇ ୫ଜିଲାର ଏସପି ଅନୁପସ୍ଥିତ, ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା//ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ, ତରଳ ଲୁହା ପଡ଼ି ୫ଜଣ ଗୁରୁତର ସୂଚନା, ୪ସ୍ଥାୟୀ କର୍ମଚାରୀ ଓ ଜଣେ ଅସ୍ଥାୟୀ କର୍ମଚାରୀ ଗୁରୁତର, ଗୁରୁତରଙ୍କୁ ଇସ୍ପାତ ଜେନେରାଲ ମେଡିକାଲରେ ଭର୍ତ୍ତି// ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା: ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୪ ମୃତ, ୨୩ ଆହତ// ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ: ସ୍ଥିତି ଅଶାନ୍ତ ଥିବାରୁ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ୧୬୩ ଧାରା ଜାରି, ୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ୯ ଅଟକ , ସେପଟେ ଧାମନଗରରେ ୧୬୩ ଜାରି// ସୁବର୍ଣ୍ଣପୁରରେ ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର ଅଭିଯୋଗ, ମନମୁଣ୍ଡା ଥାନା କଷୁରବନ୍ଧ ସରପଞ୍ଚଙ୍କ ବିରୋଧରେ ଗୁଳିମାଡ କରିଥିବା ଅଭିଯୋଗ, ଜଣେ ଯୁବକ ଆହତ, ଗୁଳି ଗୋଡରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସୂଚନା// ଆଜିଠୁ ନର୍ସିଂ ସଂଘର ଅହୋରାତ୍ର ଧାରଣା:୧୦ ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ, ରାଜ୍ୟବ୍ୟାପୀ ସରକାରୀ ହସ୍ପିଟାଲ ଗୁଡିକ ଆଗରେ ଧାରଣା ଦେଇ ଦାବି ପୂରଣ ପାଇଁ ଅଡି ବସିଛନ୍ତି, ଆନ୍ଦୋଳନରୁ ଓହରିବାକୁ ଅପିଲ କଲେ ସ୍ଵାସ୍ଥ୍ୟମନ୍ତ୍ରୀ//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od