କମିଲା ଜିଡିପି ଅଭିବୃଦ୍ଧି, ପ୍ରଥମ ୩ ମାସରେ ଦେଶର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତ, ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଲା // ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ, ଟାଙ୍ଗି ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ ଜାରି // ୧୯୮୪ ଶିଖ ବିରୋଧୀ ଦଙ୍ଗା: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ସିବିଆଇକୁ ନିର୍ଦେଶ ଦେଲେ ଦିଲ୍ଲୀ କୋର୍ଟ // ପ୍ୟାରିସ ପାରା ଅଲିମ୍ପିକ୍ସର ମହିଳା ୧୦ ମିଟର ଏୟାର ରାଇଫଲସ ବନ୍ଧୁକ ଚାଳନାରେ ସ୍ଵର୍ଣ୍ଣ ପଦକ ଜିତିଲେ ଭାରତୀୟ କ୍ରୀଡ଼ାବିତ ଅବନୀ ଲେଖରା, ୨୪୯.୭ ପଏଣ୍ଟ ହାସଲ କରି ଅବନୀ ଜିତିଲେ ସ୍ଵର୍ଣ୍ଣ, ସମାନ ଇଭେଣ୍ଟରେ କାଂସ୍ୟ ଜିତିଲେ ମୋନା ଅଗ୍ରଓ୍ବାଲ // ବିଜେପିରେ ମିଶିଲେ ଚମ୍ପାଇ ସୋରେନ୍, ଝାଡ଼ଖଣ୍ଡ ରାଞ୍ଚିରେ ମିଶ୍ରଣ ପର୍ବରେ ଧରିଲେ ପଦ୍ମ // ଆନ୍ଧ୍ରପ୍ରଦେଶ: ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କ ହଷ୍ଟେଲ ବାଥରୁମରେ କ୍ୟାମେରା, ଗୁପ୍ତ କ୍ୟାମେରା ଲଗାଇ ଫଟୋ ଓ ଭିଡ଼ିଓ କରୁଥିବା ଛାତ୍ର ଗିରଫ, ସଂପୃକ୍ତ ଛାତ୍ରଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି ଆନ୍ଧ୍ର ପୁଲିସ//ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ୍, ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ//ମହାନଦୀକୁ ଡେଇଁଲେ ନାବାଳିକା, ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ, କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନାବାଳିକା ଉଦ୍ଧାର, ମେଡିକାଲରେ ଭର୍ତ୍ତି//ସମ୍ବଲପୁର: ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍: ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ//ଭୁବନେଶ୍ଵର: କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ବଳବତ୍ତର, ସମୟ ସୀମା ୧ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର//ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଗତ ହେବ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ//ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପରିଣତ ହେଲା, ପଶ୍ଚିମ -ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ଲଘୁଚାପ କ୍ଷେତ୍ର , ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳକୁ ଗତି କରିବ, ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ସମ୍ଭାବନା//ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ,ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ, ପାଣ୍ଡିଆନଙ୍କ ସମ୍ପର୍କୀୟ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ//ଖୋର୍ଦ୍ଧା ଜଙ୍କିଆ ଥାନା ଡମଣଭୂଇଁ ଗାଁର ଜନବସତି ନିକଟରୁ ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ, ବନ ବିଭାଗର ତଦନ୍ତ ଜାରି//ବାଲେଶ୍ଵର ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ , ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ//ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି : ବର୍ଷା ପାଇଁ ରେଡ୍ ସତର୍କତା ଥିବାରୁ ଉଭୟ ଜିଲ୍ଲାରେ ସ୍କୁଲ ଛୁଟି, ସ୍କୁଲ ଛୁଟି ସହ କୋରାପୁଟରେ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର
ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଲେ ପ୍ରଦୀପ
11
previous post