ଦାୟିତ୍ବ ବାଣ୍ଟିଲେ ମୋଦୀ: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ, ଅନ୍ନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ, ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରୀ, ଅମିତ ଶାହ ସ୍ବରାଷ୍ଟ୍ରମନ୍ତ୍ରୀ, ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ//ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା, ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଦସ୍ତଖତ, ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୧୭ତମ କିସ୍ତି ପ୍ରଦାନ କରିବେ, ନିର୍ଦ୍ଦେଶନାମା ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୯.୩କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ହଜାର କୋଟି ଟଙ୍କା//କନ୍ଧମାଳ ଜିଲ୍ଲା ମୁଳଗୁଦାରୀ ଗାଁରେ ପାନୀୟ ଜଳ ସମସ୍ୟା: ରାସ୍ତାରେ ହଣ୍ଡା, ବାଲଟି ରଖି ରାସ୍ତାରୋକ କଲେ ମହିଳା, ଯାତାୟାତ ବାଧାପ୍ରାପ୍ତ//ଜମ୍ମୁ-କାଶ୍ମୀରରେ ଚାଲିଛି ସର୍ଚ୍ଚ ଅପରେସନ୍ ; ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଯାଞ୍ଚ କରୁଛି ଏନଆଇଏ ଟିମ୍//ନୂଆଦିଲ୍ଲୀ: କାନାଡ଼ାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳିକରି ହତ୍ୟା, ପଞ୍ଜାବ ଲୁଧିଆନା ଅଞ୍ଚଳର ଯୁବରାଜ ଗୋୟଲଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ, ନିକଟରେ ଯୁବରାଜଙ୍କୁ କାନାଡ଼ାର ସ୍ଥାୟୀ ବାସିନ୍ଦା ମାନ୍ୟତା ମିଳିଥିଲା // କାମାକ୍ଷାନଗରରେ ଅଘଟଣ: ଘର ତିଆରି ବେଳେ ବିଦ୍ୟୁତ୍ ଲାଗି ଜଳିଗଲେ ଦୁଇ ଶ୍ରମିକ,//ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ, ଜୁଏଲ ଓରାମ, ଅଶ୍ୱନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଲେ//ବାଲେଶ୍ଵର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର//ମୋଦୀଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ: ଆଜି ଦିଲ୍ଲୀରେ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ//ଟି-୨୦ ବିଶ୍ଵକପ୍: ପାକିସ୍ତାନଠାରୁ ୬ ରନ୍ ରେ ଜିତିଲା ଭାରତ//ଶୀତଳ ଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର : ଆଜି ଶୀବ ବିବାହ, ବର ବେଶରେ ସଜ୍ଜିତ ହୋଇ ବିବାହ ପାଇଁ ବାହାରିବେ ମହାଦେବ, ଶୋଭାଯାତ୍ରାରେ କମ୍ପିବ ସାରା ସହର, ରବିବାର ବିଭିନ୍ନ ପଡାରେ ଶେଷ ହୋଇଛି ଦେବ ନିମନ୍ତ୍ରଣ
ସିୱାଇଏସଡି ପରିସରରୁ ବିରାଟ ରଣା ସାପ ଉଦ୍ଧାର
160
previous post