ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ: ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ//ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ ଭର୍ତ୍ତୃହରି ମହତାବ, ରାଷ୍ଟ୍ରପତିି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ // ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ସଂସଦରେ ନବନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇବେ ଭର୍ତ୍ତୃହରି ମହତାବ, ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଅନୁଷ୍ଠିତ ହେବ ଶପଥଗ୍ରହଣ କାର୍ଯ୍ୟକ୍ରମ // ଢେଙ୍କାନାଳ: ଝାଡ଼ବନ୍ଧସ୍ଥିତ ରୁଙ୍ଗଟା ଖଣି କାରଖାନାରେ ଲୁହା ଶେଡ୍ ଭୁଶୁଡ଼ି ୨ କର୍ମଚାରୀ ମୃତ, ୫ ଗୁରୁତର ଆହତ, ଘଟଣା ପରେ କାରଖାନା ପରିସରରେ ଚାପା ଉତ୍ତେଜନା // ଆଜିଠୁ ସଂସଦର ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ: ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି//ଋଷିଆ ଦାଗେସ୍ତାନର ଏକ ଧର୍ମାନୁଷ୍ଠାନରେ ଆଖିବୁଜା ଗୁଳିମାଡ: ୫ ଦୁର୍ବୁତ୍ତଙ୍କ ଗୁଳିମାଡରେ ୧୫ ପୁଲିସ୍ କର୍ମଚାରୀ ନିହତ//ବାଲେଶ୍ୱରରେ ସୁଧୁରିଛି ସ୍ଥିତି : ଆଜିଠୁ ସହରରେ ସ୍ୱାଭାବିକ ହେବ ମୋବାଇଲ ଇଣ୍ଟରନେଟ ସେବା//ଅଷ୍ଟ୍ରେଲିଆକୁ ରୋକିବା ଲକ୍ଷ୍ୟରେ ରୋହିତ ସେନା ; ଆଜି ରାତି ୮ଟାରେ ଭାରତ ବନାମ ଅଷ୍ଟ୍ରେଲିଆ ମହାମୁକାବିଲା//ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ନିଜ ଗାଁକୁ ଯିବେ ମୋହନ ମାଝୀ, ପରିବାରକୁ ଭେଟିବେ
ସମ୍ବଲପୁରରେ ବ୍ୟାପିଛି କାମଳ, ୭୬ ଆକ୍ରାନ୍ତ: ପହଞ୍ଚିଲେ ସ୍ୱାସ୍ଥ୍ୟ ନିର୍ଦେଶାଳୟର ୨ ଜଣିଆ ଟିମ୍
112
previous post