Friday, February 21, 2025
Friday, February 21, 2025
Home Home Left ସମ୍ପରିକୀୟଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଜଗିବସିଥିଲା …

ସମ୍ପରିକୀୟଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଜଗିବସିଥିଲା …

by
0 comment

ଜୟପୁର,୧୯।୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବିସିଂହପୁର ଥାନା କେରାପୁଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତାଉପରେ ଅଟକିଥିବା ଏକ ଟ୍ରକ୍‌କୁ ବାଇକ୍‌ ପଛରୁ ପିଟି ଘଟଣାସ୍ଥଳରେ ହିଁ ବାଇକ୍‌ରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ମୃତ  ବ୍ୟକ୍ତି ହେଲେ ଜମୁଣ୍ଡା ପଞ୍ଚାୟତ ବଦାଗୁଡା ଗାଁର ଲକ୍ଷ୍ମଣ ଜାନୀ ଏବଂ କୁମ ଜାନୀ।
ଆହତ ବ୍ୟକ୍ତି ପର୍ଶୁରାମ ଜାନୀ। ଏମାନେ ସମସ୍ତେ ବଦାଗୁଡା ଗ୍ରାମରୁ ନିଜ ସମ୍ପରିକୀୟଙ୍କ ବାହାଘର ଭୋଜି ପାଇଁ ବିସିଂହପୁର ଯାଇଥିଲେ। ଭୋଜି ଖାଇ ଫେରିବା ବେଳେ କେରାପୁଟ ନିକଟରେ ରାସ୍ତାମଝିରେ ଖରାପ ହୋଇ ଅଟକିଥିବା ଏକ ଟ୍ରକକୁ ପଛପଟୁ ଧକା ଦେଇଥିଲେ।

କନିଷ୍ଠ ଶିକ୍ଷକଙ୍କୁ training

କର୍ଲାମୁଣ୍ଡା,୧୯।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍‌ସ୍ତରୀୟ ପଞ୍ଚଦିବସୀୟ…

ଥାନାର ଦ୍ବାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ଥୁଆମୂଳ ରାମପୁର,୧୯ା୨ (ଦୁର୍ଗା କୀର୍ତ୍ତି): ସାମଗ୍ରୀ ଚୋରି ନେଇ ଥୁଆମୂଳ ରାମପୁର ବ୍ଲକର ୪ ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକ୍ରମେ ବ୍ଲକର ନବରନ୍ନ…

ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ। କଂଗ୍ରେସରୁ ୩ ଥର ଜିତି ଏମ୍‌ପି ହୋଇଥିବା ଫୁଲବାଣୀର ମୃତ୍ୟୁଞ୍ଜୟ ନାୟକ(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟାରେ…

ଟ୍ରାଫିକ୍‌ ନିୟମ ମାନିଲେ ମିଳିବ ଏମିତି ଉପହାର

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଥାନାରୁ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od