ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା : ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍, ଗୁରୁତର ନାବାଳିକା କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ//ସମସ୍ତ ଭତ୍ତା ହେବ ୩ହଜାର ଟଙ୍କା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହଜାର ଟଙ୍କା ହେବ//ରଥଯାତ୍ରା ଶେଷ ସମନ୍ୱୟ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଚାଲିଛି ରଥଯାତ୍ରା ସମନ୍ୱୟ ବୈଠକ//ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା : ପୁରୀ ଯାଇ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୃଙ୍ଖଳିତ ବ୍ୟବସ୍ଥାର ଅନୁଧ୍ୟାନ କରିବେ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାର ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ବି ରହିବେ ଉପସ୍ଥିତ, ଆସନ୍ତା ୭ରେ ରଥଯାତ୍ରା//ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ: ସରକାର ବିରୋଧୀ ଆନ୍ଦୋଳନରେ ୩୯ ମୃତ, ୩୬୦ ଗୁରୁତର, ବର୍ତ୍ତମାନ ସୁଦ୍ଧା ୬୨୭ରୁ ଅଧିକ ଆନ୍ଦୋଳନକାରୀ ଗିରଫ//ରାଜ୍ୟରେ ବଢିବ ବର୍ଷା: ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଜାରି ରହିବ ବର୍ଷା, ବିଜୁଳି ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି//ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲା ରାଉଡି ଗାଁର ଏକ ଘର ଭିତରୁ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର//ଆଜି ଏକାଦଶୀ ତିଥିରେ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ; ଆସନ୍ତାକାଲି ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ
ସମସ୍ତ ଭତ୍ତା ହେବ ୩ହଜାର ଟଙ୍କା: ପ୍ରସ୍ତୁତି ଚାଲିଛି
74
previous post