// ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳିଛି।//ବରଗଡ଼: ଯାଞ୍ଚବେଳେ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ। ଲୁହୁରାଚଟି ଚେକିଂ ପଏଣ୍ଟରେ ଜବତ କଲା ସୋହେଲା ପୁଲିସ। ଟଙ୍କା କେଉଁଠି ଓ କେଉଁ ବାବଦରେ ଯାଉଥିଲା କାରଣ ଅସ୍ପଷ୍ଟ।//କେନ୍ଦୁଝର: ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୯ ଶ୍ରମିକ ଆହତ। ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫାଟିଲା ଫର୍ଣ୍ଣେସ। ୪ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି//ବାରବାଟୀ କଟକ – ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ – ପ୍ରକାଶ ରଣବିଜୁଳି, ଘସିପୁରା – ଶମ୍ଭୁନାଥ ରାଉତ, ଭୋଗରାଇ- ଆଶିଷ ପାତ୍ର, ଭଣ୍ଡାରୀପୋଖରୀ – ସୁଧାଂଶୁ ନାୟକ, ବରୀ – ଉମେଶ ଜେନା // ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି.. // ବିଜେଡିର ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ, ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ, ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ପ୍ରାର୍ଥୀ ହେଲେ ସନ୍ଧ୍ୟାରାଣୀ ଦାସ, ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ//ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ୍ଟାବାଞ୍ଜି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ //ବଲାଙ୍ଗୀର ଟିଟିଲାଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା.. // ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା ସମ୍ଭାବନା // ତାତିରୁ ତ୍ରାହି ଦେବ କାଳବୈଶାଖୀ, ମିଳିବ ଆଶ୍ୱସ୍ତି, ମେ ୫ ପରଠାରୁ ତାତି କମିବା ସମ୍ଭାବନା // ସାଢେ ୮ସୁଦ୍ଧା ୩୭ ଡିଗ୍ରୀ ଟପିଲା ତାତି: ୩୭.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର//କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଦୁର୍ଘଟଣା: ଟ୍ରକ ଧକ୍କାରେ ସ୍ତ୍ରୀ ମୃତ, ବର୍ତ୍ତିଗଲେ ସ୍ଵାମୀ// ଜଳେଶ୍ଵରରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ବସ୍, ୩ ଆହତ//ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଗୌଡୁଣିପୋଷ ଗାଁ ପତଳା ସାହିରେ ଅଘଟଣ: ମାମୁକୁ ପଥରରେ ଛେଚି ବିଭତ୍ସ ଭାବରେ ହତ୍ୟା କଲା ଭଣଜା//ଆଜି ନାମାଙ୍କନ ଦାଖଲ କରିବେ ହେଭିୱେଟ ନେତା ; ସମ୍ବଲପୁରରେ ଧର୍ମେନ୍ଦ୍ର, ପୁରୀରେ ଅରୁପ ଏବଂ ଭୁବନେଶ୍ୱରରେ ଅପରାଜିତା//ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ନବୀନ: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେଇଛନ୍ତି ମୁଖ୍ୟମନ୍ତ୍ରୀ//ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ବେଳେ ଏନକାଉଣ୍ଟର: ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ
ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସାଦ ପାଢ଼ୀ
17
previous post