ଭୁବନେଶ୍ୱର,୧୨ା୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା। ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ, ଏହାପରେ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ଦ୍ବୟ ଶପଥ ନେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ମୋହନ ଏବଂ ତାଙ୍କର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି।
ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝି
ଭୁବନେଶ୍ୱର,୧୨ା୬: ଶପଥ ନେବା ପୂର୍ବରୁ ଜନତା ମୈଦାନରେ ପହଞ୍ଚି ସାଧାରଣ ଲୋକଙ୍କ ଗହଣକୁ ଯାଇ କୃତଜ୍ଞତା ଜଣାଇଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମଙ୍ଗଳବାର…
ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୬: ଓଡ଼ିଶାରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏନେଇ ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଛନ୍ତି।…
ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ
ଭୁବନେଶ୍ୱର,୧୨।୬: ଆଉ କିଛି ସମୟ ପରେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ…
ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଲାଗିଲା ମୋହର, ଜାଣନ୍ତୁ କାହାକୁ ମିଳିବ କ୍ୟାବିନେଟ୍ କାହାକୁ ରାଷ୍ଟ୍ର ପାହ୍ୟା
ଭୁବନେଶ୍ୱର,୧୨ା୬: ରାଜଭବନ ପକ୍ଷରୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ବୁଧବାର ୧୬ଜଣ ଶପଥ ନେବେ। ଏହି ୧୬ ଜଣଙ୍କ…
ସୁରେଶ ପୂଜାରୀଙ୍କୁ ଆସିଲା ଫୋନ କଲ୍, ହେବେ ମନ୍ତ୍ରୀ
ଭୁବନେଶ୍ୱର,୧୨।୬: ମୋହନ ମଝି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ବ୍ୟବଧାନରେ ଶପଥ ଗ୍ରହଣ କରିବାକୁଯାଉଥିଲା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ…
ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳିଲା ମନ୍ତ୍ରୀପଦ!
ଭୁବନେଶ୍ୱର,୧୨।୬: ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଆଉ କିଛି ସମୟ ପରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…
ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍ କଲ୍
ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ…
ଦେଶକୁ କ’ଣ କ’ଣ ଦେଉଛି ଓଡ଼ିଶା? ନୂଆ ସରକାର ହେବା ପୂର୍ବରୁ…
ଭୁବନେଶ୍ୱର,୧୨।୬: ଲୋକ ସଭା ସହ ବିଧାନସଭା ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ପ୍ରଥମ ଥର ଦଳର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ…