ରସାୟନ ବିଜ୍ଞାନରେ ୨୦୨୪ ପାଇଁ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର । ସେମାନେ ହେଲେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ ଏମ. ଜମ୍ପର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ବେକରଙ୍କୁ ମିଳିଛି ନୋବେଲ । ହାସାବିସ ଏବଂ ଜମ୍ପରଙ୍କୁ ପ୍ରୋଟିନ ଗଠନ ପ୍ରାଣାଳୀର ପୂର୍ବାନୁମାନ(ପ୍ରୋଟିନ ଷ୍ଟ୍ରକ୍ଚର ପ୍ରେଡିକ୍ସନ) କ୍ଷେତ୍ରରେ ସଫଳତା ପାଇଁ ପୁରସ୍କାର // ସୁଭଦ୍ରା ଟଙ୍କା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟ: ଆଜି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଦିଆଗଲା ଟଙ୍କା , ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ , ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ//ଦୁର୍ଗାପୂଜା ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା, ବାରିପଦାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହିଳା ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଆସିଥିବା ମେସେଜ ଆସିବା ପରେ ଖୁସର ଲହରି//ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ମଞ୍ଚେଶ୍ଵର ଠାରେ ରକ୍ତଦାନ ଶିବିର//ଜମ୍ମୁ କଶ୍ମୀର : ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଶରୀରରେ ଗୁଳିମାଡ ସହ ରହିଛି କ୍ଷତ ଚିହ୍ନ//ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖଭବନରେ ଶୁଭାରମ୍ଭ କଲେ ସଭାପତି ନବୀନ ପଟ୍ଟନାୟକ//ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜନ୍ମ ଜୟନ୍ତୀ: ବିଧାନସଭା ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ, ସ୍ମୃତି ସଭାରେ ସାମିଲ ହେଲେ ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି//ବାରିପଦାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ପୁଲିସ ରିଜର୍ଭ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଲେ,//ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ମଞ୍ଚେଶ୍ଵର ଠାରେ ରକ୍ତଦାନ ଶିବିର//ଗାଡିରେ ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି : ଘଟଣାସ୍ଥଳରେ ଗ୍ୟାରେଜ୍ ମାଲିକ ମୃତ, ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି, ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଅଘଟଣ//ବଢିବନି ହୋମ୍ ଲୋନ୍ ଇଏମ୍ଆଇ; ୧୦ମ ଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ରେପୋ ରେଟ୍ କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି , ରିଭର୍ସ ରେପୋ ରେଟକୁ ୩.୩୫% ଓ ବ୍ୟାଙ୍କ ରେଟକୁ ୬.୭୫%ରେ ସ୍ଥିର, ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ପ୍ରତିଶତ ଆକଳନ//କଳାହାଣ୍ଡି: ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ୮୪ବର୍ଷ ବୟସରେ ପରଲୋକ, କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ//ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଦୁଇ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ, ଜଙ୍ଗଲ ଭିତରୁ ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ଆସିଥିବାନେଇ ଏଏନଆଇର ସୂଚନା, ଅନ୍ୟ ଜଣଙ୍କର ମିଳୁନି ପତ୍ତା, ନିଖୋଜ ଯବାନଙ୍କୁ ଖୋଜିବାକୁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜୋରଦାର// ଜଗତଜନନୀଙ୍କ ଶାରଦୀୟ ପୂଜା : ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ଧରାପୃଷ୍ଠ, ଆଜି ପୀଠରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାଷଷ୍ଠୀ , ସବୁଠି ଅଧ୍ୟାତ୍ମିକ ପରିବେଶ, ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ// ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ, ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜନ୍ମପୀଠ ସୁଆଣ୍ଡୋରେ ଶୋଭାଯାତ୍ରା
ରାସ୍ତାରେ ବସିଛି ୯ ଫୁଟ ଉଚ୍ଚ କଙ୍ଗାରୁ, ଭିଡିଓ ଭାଇରାଲ
6
previous post