Sunday, January 12, 2025
Home ଆମ ଓଡ଼ିଶା ରାସ୍ତାକଡ଼ ଗଛକୁ ଧକ୍କା ଦେଲା ଓଏସଆରଟିସି ବସ, ୫ ଆହତ

ରାସ୍ତାକଡ଼ ଗଛକୁ ଧକ୍କା ଦେଲା ଓଏସଆରଟିସି ବସ, ୫ ଆହତ

by
0 comment

//ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଏବଂ ଅର୍ଥ ସଚିବଙ୍କ ସହ ଅନ୍ୟ ବିଭାଗର ସଚିବ ଉପସ୍ଥିତ। ମୁଖ୍ୟ ଶାସନସଚିବଙ୍କ ସୂଚନା- ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ତଥ୍ୟ। ଓଡ଼ିଶାର ଅର୍ଥନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ କ’ଣ ସବୁ ବଡ଼ ବିକାଶ ହେବାକୁ ବାକି ରହିଛି ଏବଂ ସରକାରଙ୍କ ପାଇଁ ଆଗକୁ କ’ଣ ଆହ୍ବାନ ରହିଛି, ସେ ସଂକାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିସ୍ତୃତ ଆଲୋଚନା//ଆସନ୍ତା ୧୭ ତାରିଖରୁ ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ନିର୍ଦେଶିକାଙ୍କ ସୂଚନା। ଜୁନ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା। ମୌସୁମୀ ଏବେ କୋରାପୁଟରେ ସକ୍ରିୟ। ୩/୪ ଦିନ ଭିତରେ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ-ମୌସୁମୀ ବର୍ଷା ଜାରି ରହିଛି, କିନ୍ତୁ ଗୁଳୁଗୁଳି ଲାଗି ରହିବ।//କରଞ୍ଜିଆ: ଗଛରେ ପିଟି ହୋଇ ଜଳିଗଲା କାର, ୩ ଆହତ। ଠାକୁରମୁଣ୍ଡା ଥାନା ଚମକପୁର ନିକଟରେ ଗଛକୁ ଧକ୍କା ଦେଇ ଜଳିଗଲା। ୩ ଯୁବକଙ୍କୁ କାର ଭିତରୁ ଲୋକେ ତୁରନ୍ତ ଉଦ୍ଧାର କରିବାରୁ ବଞ୍ଚିଗଲେ। ମାତ୍ର ଦୁର୍ଘଟଣାର ଆହତ ହୋଇଥିବାରୁ ମେଡ଼ିକାଲରେ ଭର୍ତ୍ତି।//ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ମନମୁଖୀ ନିଷ୍ପତ୍ତି, ଭୁବନେଶ୍ୱର ବଦଳରେ କୋଲକାତାରେ ଅବତରଣ କରିବାକୁ ଯାତ୍ରୀଙ୍କ ହଙ୍ଗାମା //କଟକରେ ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା, ନିଷ୍କ୍ରିୟକାରୀ ପୁଲିସ ଟିମର କିଛି ସଦସ୍ୟ ଆହତ ସୂଚନା, ଜଣେ ପୁଲିସ କର୍ମଚାରୀ ମୃତ//ସମ୍ବଲପୁରରେ ଦୋକାନରେ ପଶି ମା ଓ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ, ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳରେ ଘଟିଛି ଘଟଣା//କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜଭବନରେ ଶପଥପାଠ କରାଇଲେ ରାଜ୍ୟପାଳ//ବରପୁତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁଷ୍ପମାଲ୍ୟାର୍ପଣ, ମ୍ୟୁଜିୟମ୍‌‌ ଛକରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କଲେ, ଏଜି ଛକରେ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ//ରଜରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରଜ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି//କୋଣାର୍କ: ଓଲଟିଲା ପାନ ବୋଝେଇ ପିକଅପ୍, ୨ ମୃତ, ୧୪ ଆହତ, ୮ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର//ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୫୦ ତମ ଜି-୭ ସମ୍ମିଳନୀରେ ଯୋଗ ଦେବେ//ଆନ୍ଧ୍ରପ୍ରଦେଶରେ ଟ୍ରକ ଧକ୍କାରେ ୬ ମତ୍ସ୍ୟଜୀବୀ ମୃତ, ମତ୍ସ୍ୟଜୀବୀଙ୍କ ପିକ୍‌‌ଅପ୍‌‌ ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ଓ ମେଡିକାଲରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ସୂଚନା, ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od