//// ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା ଜାରି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ ଟ୍ରାଫିକ କଟକଣା ଜାରି ।ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ// ଚୀନର ଭାଇରସ ଏଚଏମପିଭିକୁ ନେଇ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ । ସବୁ ବୟସ ବର୍ଗର ଲୋକଙ୍କୁ ଏଚଏମପିଭି ଭୂତାଣୁ ଆକ୍ରାନ୍ତ କରିପାରେ। ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଆଇସିଏମଆର, ଏନସିଡିସି ତିକ୍ଷ୍ଣ ନଜର ରଖିଛି-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ//କର୍ଣ୍ଣାଟକ ସରକାରଙ୍କ ଆଗୁଆ ପଦକ୍ଷେପ, ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ//ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ//କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଲେ ପଦକ୍ଷେପ ନିଆଯିବ, ସମସ୍ତେ ସତର୍କ ରହିବାକୁ ପରାମର୍ଶ-ଜନସ୍ୱାସ୍ଥ୍ୟ ନିର୍ଦେଶକ//ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି। ବିଭିନ୍ନ କୁକୁଡ଼ା ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବା ସୂଚନା। କିଛି ସ୍ଥାନରେ କାଉ ମରି ପଡ଼ିଥିବାରୁ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିବା ନେଇ ସନ୍ଦେହ//ଦେଶରେ ତୃତୀୟ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ, ବେଙ୍ଗାଲୁରୁ ପରେ ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ // ନେପାଳର ବୁଦ୍ଧ ଏୟାରଲାଇନ୍ସ ବିମାନର ବାମ ଇଞ୍ଜିନରେ ନିଆଁ, କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ // ରାୟଗଡ଼ା ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ କଲେ ଶିଳାନ୍ୟାସ // ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା ମାମଲା, ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍//ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବଦଳିଲା ସ୍କୁଲ ସମୟ, ସକାଳେ ହେବ ପାଠପଢ଼ା//ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀରେ ବିକ୍ଷୋଭ କରିବ ବିଜେଡି//ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଚଳିତ ସପ୍ତାହରେ ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ // ପ୍ରଶାନ୍ତ କିଶୋର ଗିରଫ, ପଟନା ଗାନ୍ଧୀ ମଇଦାନରୁ ରାତି ୪ଟାରୁ ଉଠାଇ ନେଇଥିଲା ପୁଲିସ, ବିହାର ଲୋକସେବା ଆୟୋଗ (ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ କରୁଥିଲେ ଆମରଣ ଅନଶନ // ଆଜି ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ//ପାକିସ୍ତାନ ସେନା ଗାଡି ଉପରେ ଆତ୍ମଘାତୀ ବିସ୍ଫୋରଣ : ୪୭ ମୃତ, ୩୦ରୁ ଅଧିକ ଗୁରୁତର//ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି : ଭୁବନେଶ୍ଵର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ , ପ୍ରବଳ କୁହୁଡି ଯୋଗୁଁ ଲୁଚିଗଲା ପୁରୀ ମନ୍ଦିର//ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀଗଣନା
ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ
2
previous post