//କୋଣାର୍କ: ଟ୍ରାକ୍ଟର ଧକ୍କାରେ ୨ ବାଇକ ଆରୋହୀ ଛାତ୍ର ମୃତ। ଟ୍ୟୁସନରୁ ଫେରିବାବେଳେ ବଳଙ୍ଗା ଅରେଇ ସାହିରେ ଦୁର୍ଘଟଣା। ମୃତକଙ୍କ ବୟସ ୧୨ ଓ ୮ ବର୍ଷ, ସମ୍ପର୍କୀଙ୍କ ସହ ଆସୁଥିଲେ।//ଖୋର୍ଦ୍ଧା: ହାତୀ ଆକ୍ରମଣରେ ମହିଳା ଓ ନାବାଳକ ମୃତ। ଜଙ୍କିଆ ଥାନା ଡମଣଭୂଇଁରେ ହାତୀ ଆତଙ୍କ, ଆଉ ଜଣେ ଗୁରୁତର।//୨୦୨୪-୨୫ ଓଡିଶା ବଜେଟ: ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପିତ # ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମିଳିବ ମାଗଣା ବିଜୁଳି, ୧ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି # ୨ କିଲୋୱାଟ ପାଇଁ ୬୦ ହଜାର ଓ ୩ କିଲୋୱାଟ ପାଇଁ ମିଳିବ ୭୮ ହଜାର ରିହାତି # ବଦଳିଲା ମେକ୍ ଇନ୍ ଓଡ଼ିଶା, ହେଲା ଉତ୍କର୍ଷ ଉତ୍କଳ # ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଲକ୍ଷ୍ୟ #୨୦୨୭ ସୁଦ୍ଧା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ହେବ କାର୍ଯ୍ୟକ୍ଷମ # ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬୨୫୬ କୋଟି # ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟି ଅନୁଦାନ # ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଆରମ୍ଭ, ୧ ହଜାର କୋଟି ବ୍ୟୟ ବରାଦ # ପିଏମ୍ ଆବାସ ପାଉନଥିବା ନିମ୍ନ ଆୟକାରୀ ପରିବାର ପାଇବେ ଅନ୍ତ୍ୟୋଦୟ ଗୃହ ଯୋଜନା # ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ୯୫୨ କୋଟି ପ୍ରସ୍ତାବ # ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଆରମ୍ଭ ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା # ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମିଳିବ ନଗଦ ବିହୀନ ସ୍ୱାସ୍ଥ୍ୟ ସେବା # ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା # ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨୪୬୨ କୋଟି ଘୋଷଣା # କଟକ ଏସ୍ସିବି ବଡ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି # ବଦଳିଲା ‘ମୋ ସ୍କୁଲ’, ହେଲା ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ # ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ୩୩୨ କୋଟି ଟଙ୍କା # ଡ୍ରପ୍ ଆଉଟ ରୋକିବାକୁ ସ୍କୁଲରେ ନୂଆ ଯୋଜନା ‘ମାଧୋ ସିଂହ ହାତ ଖର୍ଚ୍ଚ’ ଲାଗୁ # ନବମ ଓ ଏକାଦଶ ଶ୍ରେଣୀ ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା # ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ # କୃଷି ଓ କୃଷିକ୍ଷେତ୍ର ପାଇଁ ୩୩ ହଜାର ୯୧୯ କୋଟି ଟଙ୍କା # ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା # ନୂଆ ଯୋଜନା ‘ସିଏମ୍ କିଷାନ’ ପାଇଁ ୧ ହଜାର ୯୩୫ କୋଟି ଟଙ୍କା # ସମୃଦ୍ଧ କୃଷକ ଯୋଜନା ବାବଦକୁ ୫ ହଜାର କୋଟି # ଶ୍ରୀଅନ୍ନ ଯୋଜନା ପାଇଁ ୬୪୯ କୋଟି ଟଙ୍କା # ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି # ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି # ମହିଳା ଓ ଶିଶୁ ବିକାଶ ପାଇଁ ୧୭ ହଜାର ୯୪୨ କୋଟି # ଯଶୋଦା ଯୋଜନା ପାଇଁ ୮୩ କୋଟି ଟଙ୍କା # ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପରିମାଣ ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି #
ଯାତ୍ରୀବାହୀ ବସ ଓଲଟିଲା, ଯାତ୍ରୀ ସୁରକ୍ଷିତ
20
previous post