Monday, February 24, 2025
Home assembly news update odia news odisha news ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ – ଉଚ୍ଚଶିକ୍ଷା ମନ୍ତ୍ରୀ

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ – ଉଚ୍ଚଶିକ୍ଷା ମନ୍ତ୍ରୀ

by
0 comment

//ଭୁବନେଶ୍ବର ବିମାନବନ୍ଦରରୁ କିଛି ସମୟ ପରେ ନିଜ ଗାଁ ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ରାଇରଙ୍ଗପୁର ଉପରବେଡ଼ା ଗାଁକୁ ଯିବେ।//ଭୁବନେଶ୍ବରରେ ଡକ୍କର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।//‘ପୁଷ୍ପା-୨: ଦ ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ରେ ଅଘଟଣ: ଅଭିନେତା ଆଲ୍ଲୁ ଅର୍ଜନୁ ଓ ହଲ ମାଲିକଙ୍କ ବିରୋଧରେ ମାମଲା//ଆଜି ନିଜ ଗାଁକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୁଲିସ ଏଡିଜି।//ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ। ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ। ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ।//କଟକ: ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣା। ଏସସିବି‌ରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟ କାଣ୍ଡ। ପୁଅ ଟଙ୍କା ନ ଦେବାରୁ ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲା ନୃଶଂସ ବାପା। ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିଲା।//ଝାରସୁଗୁଡ଼ା: ଯୁବକଙ୍କୁ ପିଟିପିଟି ହତ୍ୟା ପରେ ବିଲରେ ଫିଙ୍ଗିଦେଲେ। ଲଇକେରା ଥାନା ସାଲେଟିକା ଗାଁରେ ହତ୍ୟାକାଣ୍ଡ। ଯୁବକଙ୍କୁ ହତ୍ୟା ପରେ ବିଲରେ ମୃତଦେହ ଫିଙ୍ଗିଦେଲେ ଦୁର୍ବୁତ୍ତ। କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ ଜାରି

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od