Sunday, January 12, 2025
Sunday, January 12, 2025
Home ଆମ ଓଡ଼ିଶା ମା’ ଓ ଶିଶୁ ସଂପର୍କୀତ ଆଲୋଚନାଚକ୍ର

ମା’ ଓ ଶିଶୁ ସଂପର୍କୀତ ଆଲୋଚନାଚକ୍ର

by
0 comment

//ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ। ଦୋଷୀ ରାଜାରାମ ମୁଦୁଲିକୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ। ୨୦୨୦ କାକିରିଗୁମ୍ମା ନବାଳିକା ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ। ପୀଡ଼ାତାଙ୍କୁ ସାଢ଼େ ୧୦ଲକ୍ଷ ଟଙ୍କା ଦେବାକୁ ଡିଏଲସିଏକୁ ନିର୍ଦେଶ। //ନୂଆ ମିଡିଆ ଟିମ୍ ଘୋଷଣା କଲା ବିଜେଡି, ନୂଆ ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନ ପ୍ରମୁଖ ନେତାଙ୍କୁ ମିଳିଛି ସ୍ଥାନ // ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲା: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ // ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ // ନାମ ଫଳକ ବିବାଦ: ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, କାଉଡି ଯାତ୍ରା ସମୟରେ ରାସ୍ତାପାର୍ଶ୍ବରେ ଖୋଲୁଥିବା ହୋଟେଲ ମାଲିକଙ୍କ ନାମ ଫଳକ ଲଗାଇବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ // ଶ୍ରୀଲଙ୍କା ଗସ୍ତରେ ଟିମ୍‍ ଇଣ୍ଡିଆ : ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସାମ୍ବାଦିକ ସମ୍ମିଳନୀ, ଗମ୍ଭୀର କହିଲେ ରୋହିତ, ବିରାଟ ୨୦୨୭ ବିଶ୍ୱକପ ଖେଳିପାରିବେ, ଯଦି ସେମାନେ ନିଜ ଫିଟନେସ୍‍ ବଜାୟ ରଖିପାରିବେ ତେବେ ୨୦୨୭ ବିଶ୍ୱକପ ଖେଳିପାରିବେ//ସଂସଦର ବଜେଟ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା, ନିଟ୍‍ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, ଗୋଟିଏ ପରେ ଗୋଟିଏ ପେପର ଲିକ୍‍ ଘଟଣା ସାମ୍ନାକୁ ଆସୁଛି, ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ, ଛୋଟ ମାଛକୁ ଗିରଫ କରି ବଡ ମାଛକୁ ସୁରକ୍ଷା ଦିଆଯାଉଥିବା କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସରକାରଙ୍କ ଜାଣତରେ ହୋଇଛି ପେପର ଲିକ୍‍, ନିଜ ଦୋଷ ଛଡା ଅନ୍ୟ ସମସ୍ତଙ୍କ ଉପରେ ଦୋଷ ଦେବାରେ ବ୍ୟସ୍ତ କେନ୍ଦ୍ରଶିକ୍ଷା ମନ୍ତ୍ରୀ//ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଘଟଣା ବ୍ୟଥିତ କରିଛି, ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସେ ହିଂସା ଆଚରଣ କରିଥିବା ଅଭିଯୋଗ ହୋଇଛି, ଏହି ଘଟଣା ଚକିତ କରିଛି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲାଣି, ମୋ ସରକାର ଥିବାବେଳେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା, ମନ୍ତ୍ରୀ, ବିଧାୟକ, ସାଂସଦ କେହି ଆଇନ ଭାଙ୍ଗିଲେ ତୁରନ୍ତ ଆକ୍ସନ ହେଉଥିଲା, ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟ କରିବା ଉଚିତ- ନବୀନ//ନୂଆଦିଲ୍ଲୀ: ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ // ଉତ୍ତରପ୍ରଦେଶ ରାମପୁରରେ ଦୁଇ ବସ୍‌ ମୁହାଁମୁହିଁ ଧକ୍କା: ୩ ମୃତ//ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ, ପୂର୍ବତନ ମନ୍ତ୍ରୀ ଡମ୍ବୁରଧର ଉଲ୍ଲାକାଙ୍କ ବିୟୋଗରେ ଶୋକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ଶୋକ, ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମନ୍ତ୍ରୀ କମଳା ଦାସ ଓ ପୂର୍ବତନ ସଦସ୍ୟା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ବିୟୋଗରେ ଶୋକ, ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ବିଶିଷ୍ଟ ସମାଜ ସେବୀ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି//ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନ, ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ, ରାଜ୍ୟପାଳ କହିଛନ୍ତି ‘ମୋ ସରକାର ନିରପକ୍ଷତା ସହ କାମ କରିବ, ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା, ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ, ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ, କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ, କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‍ କିଷାନ ଲାଗୁ କରିବୁ, ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ, ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି,୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ, କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କ ଗୁରୁତ୍ୱ ଦିଆଯିବ, ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ କରାଯିବ, ସମୃଦ୍ଧ କୃଷି ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବୁ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ, ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ, ଜିଲା ମେଡିକାଲରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ, ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ// ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ: ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କଲେ ବିରୋଧୀ, କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ //କକ୍ଷତ୍ୟାଗ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରତିକ୍ରିୟା, ବିଜେପି ସରକାରକୁ ଆସିଛି, ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ ମାରିଲେ, ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଉ ନାହିଁ କାହିଁକି, ତାଙ୍କ ପୁଅକୁ ଗିରଫ କରାନଗଲେ, ରାଜ୍ୟପାଳ ଗୃହକୁ ଆସିପାରିବେ ନାହିଁ, ରାଜ୍ୟପାଳଙ୍କ ପୁଅ ଗିରଫ ନହେବା ଯାଏ ଆନ୍ଦୋଳନ ଜାରି ରହିବ// କଂଗ୍ରେସ ବିଧାୟକ ଦଳ ବୈଠକକୁ ଆସିଲେନି ତାରାବାହିନୀ ପତି, ବୈଠକ ଥିଲା ବୋଲି ଜାଣିନି, ତେଣୁ ଆସିନଥିବା କହିଲେ ତାରା, ମୋ ସହ କେହି ଯୋଗାଯୋଗ କରିନାହାଁନ୍ତି//ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ, ଅଭିଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ // ତାରା ବାହିନୀପତିଙ୍କୁ ନେଇ ରାମଚନ୍ଦ୍ର କାଡାମଙ୍କ ପ୍ରତିକ୍ରିୟା, ତାରା ମୋ ବଡ ଭାଇ, ଆମ ଭିତରେ ମନାନ୍ତର ନାହିଁ, କଂଗ୍ରେସ ଏକଜୁଟ ହୋଇ ଲଢିବ//କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବୈଠକ, ବୈଠକରେ ଅନୁପସ୍ଥିତ ଅଛନ୍ତି ଦୁଇ ବିଧାୟକ,ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବସିଛି ବୈଠକ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od