୬ଟି ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର । ଗହମ, ବାଜରା, ବୁଟ, ମସୁର ଡାଲି, ସୋରିଷ ଏବଂ କୁଙ୍କୁମ ଫୁଲର ଏମଏସପି ବଢ଼ିଲା । କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ // ମହଙ୍ଗା ଭତ୍ତା ୩% ବଢ଼ିଲା, ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ, ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ ହେଲା ମହଙ୍ଗା ଭତ୍ତା // ବିନିକା: ପୁଲିସକୁ ଆକ୍ରମଣ, ଗାଡି ଭଙ୍ଗାରୁଜା ଘଟଣାରେ ୧୧ ଅଟକ, ଲୋକଙ୍କ ଆକ୍ରମଣରେ ୨ଜଣ ପୁଲିସ ଏଏସଆଇ ଆହତ, ପାପି ଗାଁ ଆନନ୍ଦନଗରରେ ଉତ୍ତେଜନା//ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ,ବିଜେପି ବିଧାୟକ ଦଳ ବୈଠକରେ ବାଜିଲା ମୋହର//ନବୀନଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି, ବାଚସ୍ପତି ସୁରମା ପାଢୀ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଏକ୍ସରେ ପୋଷ୍ଟ କରିଛନ୍ତି//ରାଜଧାନୀରେ ବଡ ଧରଣର ସାଇବର ଠକେଇ ପାଇଁ ପ୍ଲାନ୍, ଚଢାଉ କଲା କମିଶନରେଟ ପୁଲିସର ସାଇବର ଟିମ୍, ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ୍//ଆନନ୍ଦପୁର : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ, ଅଭିଯୁକ୍ତ ଅଟକ//ଆଜିଠୁ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍, ବେଙ୍ଗାଲୁରୁ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ , ଦୁଇ ଦେଶ ମଧ୍ୟରେ ଖେଳାଯିବ ୩ଟି ଟେଷ୍ଟ ମ୍ୟାଚ୍//ଆଜି ଠାରୁ ହରିଆଣା ଓ ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ : ୧୬ ତାରିଖ ଅପରାହ୍ଣରେ ହରିଆଣା ଅଭିମୁଖେ ଗସ୍ତ କରିବେ, ୧୭ରେ ଚଣ୍ଡିଗଡ଼ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ//ମହାପ୍ରଭୁଙ୍କ ଘିଅର ମାନକୁ ନେଇ ବଢିଲା ତତ୍ପରତା : ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଦୀପରେ ଲାଗିବ କେବଳ ଓମଫେଡ୍ ଘିଅ , ଓମଫେଡ କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ, ଆବଶ୍ୟକତା ଦୃଷ୍ଟିରୁ ସ୍ଵତନ୍ତ୍ର ଡିପୋ ବ୍ୟବସ୍ଥା ସହ ଦାମ୍ କମାଇବାକୁ ଅନୁରୋଧ, ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ//ଗଜଲକ୍ଷ୍ମୀ ପୂଜା ପାଇଁ ଗାଁଠୁ ସହର ଚଳଚଞ୍ଚଳ, ମାଙ୍କ ଆବାହନ ପାଇଁ ସଜେଇ ହୋଇଛି ପୂଜା ପେଣ୍ଡାଲ, ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଅତି ଆଡମ୍ବର ଆୟୋଜନ, ସୁନା ଓ ଚାନ୍ଦି ମେଢ ମୁଖ୍ୟ ଆର୍କଷଣ, ୧୧ ଦିନ ଧରି ଚାଲିବ ପୂଜା
ମାଧପୁର ଜଙ୍ଗଲ ପୋଖରୀରେ ହାତୀପଲଙ୍କ ଜଳ କ୍ରୀଡ଼ା
10
previous post