Saturday, February 22, 2025
Home ଆମ ଓଡ଼ିଶା ମହିଳାଙ୍କ ଉପରେ ଚଢିଗଲା ଟ୍ରଲର

ମହିଳାଙ୍କ ଉପରେ ଚଢିଗଲା ଟ୍ରଲର

by
0 comment

ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଲେ ନୂଆ କଂସ, ଭୁବନେଶ୍ଵର ପ୍ରଧାନ ନୂଆ କଂସ ଭାବେ ମନୋନୀତ, ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ୪ ପ୍ରତିଯୋଗୀ // ନାଟୋ ଦେଶର ଟ୍ରେନକୁ ପୁଟିନଙ୍କ ଟାର୍ଗେଟ, ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ କ୍ଷେପଣାସ୍ତ୍ର // ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା ଜାରି, ମୃତ୍ୟୁ ସଂଖ୍ୟା ୧୩୦ ଟପିଲା, ପରିସ୍ଥିତି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ // ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଚୟନ ସରିଛି, କେବଳ ଘୋଷଣା ବାକି ରହିଛି ବୋଲି ସୂଚନା ଦେଲେ ବିଜେପି ନେତା ରାଓସାହେବ ଦାନଭେ, କହିଲେ-ମହାରାଷ୍ଟ୍ରବାସୀ ଜାଣନ୍ତି କିଏ ହେବେ ମୁଖ୍ୟମନ୍ତ୍ରୀ // ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ ଯୋଜନା : ସୂଚନା ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ//ତେଲେଙ୍ଗାନାରେ ବଡଧରଣର ମାଓ ଏନକାଉଣ୍ଟର: ମୁଲୁଗୁ ଜିଲ୍ଲା ଏଟୁର ନଗରମ୍ ଜଙ୍ଗଲରେ ୭ ମାଓବାଦୀ ନିପାତ//ସ୍ଥଳଭାଗ ଛୁଇଁ ପୁଡୁଚେରୀରେ ବ୍ୟାପକ କ୍ଷତି କଲା ବାତ୍ୟା: ରାତି ୨ଟାରେ ସ୍ଥଳଭାଗ ଅତିକ୍ରମ ପରେ ବ୍ୟାପକ କ୍ଷୟକ୍ଷତି, ଆଗାମୀ ୩ ଦିନ ପର୍ଯ୍ୟନ୍ତ ହେ ଲଗାଣ ବର୍ଷା, ସତର୍କ ରହିବାକୁ ଆଇଏମଡିର ସତର୍କ ସୂଚନା, ଚେନ୍ନାଇରୁ ଉଡିବନି ବିମାନ//ପୁରୀ ବେଳାଭୂମିରେ ଯୁଦ୍ଧ ଜାହାଜ: ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି//ଆଜି ପୁଲିସ ମହାନିର୍ଦେଶକ ମହାମେଳିର ଶେଷ ଦିନ : ସାଇବର ଅପରାଧ, ତଟ ସୁରକ୍ଷା ଓ ମାଓ ମୁକାବିଲା ନେଇ ହୋଇପାରେ ରୋଡ୍ ମ୍ୟାପ୍ , ସମ୍ମିଳନୀରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦୀ//ବାଲେଶ୍ଵର ସଦର ଥାନା ସୁନ୍ଦୁରି ଛକ ନିକଟରେ ଦୁର୍ଘଟଣା: ଦୁଇଟି ବାଇକକୁ ପିଟିବା ପରେ ଓଲଟିଲା ପିକଅପ୍, ପିକଅପରେ ଭର୍ତ୍ତି ୮ ଷଣ୍ଢ ମୃତ, ଦୁଇ ବାଇକ ଆରୋହୀ ଆହତ, ପିକଅପ ଡ୍ରାଇଭରକୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od