Monday, January 6, 2025
Home kalahandi incident ମର୍ମନ୍ତୁଦ ଦୁର୍ଘଟଣା: ଯୁବତୀ ମୃତ, ଚାଳକ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା: ଯୁବତୀ ମୃତ, ଚାଳକ ଗୁରୁତର

by
0 comment

ସୁନ୍ଦରଗଡରେ ପରକୀୟା ପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା: ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ , ଗତକାଲି କରମଡିହି ଗୀତାପଡ଼ାରେ ଘଟିଥିଲା ହତ୍ୟାକାଣ୍ଡ//ପୁରୀ: ଜମି ବିବାଦକୁ କେନ୍ଦ୍ର କରି ବାପପୁଅକୁ ଛୁରାମାଡ ଘଟଣା: ପୁଅ ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା , ପୁଅ ମୃତ, ପେଣ୍ଠକଟା ମେରାଇନ୍ ଥାନା ସମଗରା ଗାଁରେ ଅଭାବନୀୟ ଘଟଣା, ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ, ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଲା ପୁଲିସ୍//ଦିଗପହଣ୍ଡି ନିକଟ ଖମ୍ବାରୀ ଗାଁରେ ମହାବଳ ଆତଙ୍କ: ବାଘର ପାଦ ଚିହ୍ନ ଠାବ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ, ଘୋଡାହାଡ ଡ୍ୟାମ୍ ନିକଟସ୍ଥ ପଦ୍ମପୁର ଗାଁରେ ବାଘ ଗୋଟିଏ ଗାଈକୁ ମାରି ଦେଇଥିବା ଅଭିଯୋଗ, ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗର ୩ଟି ଟିମ୍//ଶିକାର କଲା ଶିମିଳିପାଳକୁ ଆସିଥିବା ନୂଆ ବାଘୁଣୀ ଯମୁନା: ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଓ ବାରାହା ଛଡା ଯାଇଥିବାବେଳେ ବାରାହାକୁ ମାରି ଖାଇଲା ବାଘୁଣୀ , ଯମୁନା ସୁସ୍ଥ ଓ ଶାନ୍ତ ଥିବା ଶିମିଳିପାଳ କ୍ଷେତ୍ର ନିର୍ଦେଶକଙ୍କ ସୂଚନା, ସିସି ଟିଭି କ୍ୟାମେରାରେ କରାଯାଉଛି ମନିଟର//୨୫ ଲକ୍ଷ ଦୀପ ଆଲୁଅରେ ଝଲସିଲା ଅଯୋଧ୍ୟା ନଗରୀ: ରାମ ମନ୍ଦିର ଉଦଘାଟନ ପରେ ପ୍ରଥମ ଦୀପାବଳୀର ପୂର୍ବ ସନ୍ଧ୍ୟାରେ ଆକାଶ ଛୁଆଁ ଉତ୍ସାହ , ସରଜୁ ନଦୀ ତଟରେ ତିଆରି ହେଲା ନୂଆ ରେକର୍ଡ , ରାମାୟଣର କଥା ବସ୍ତୁ ସହ ଚିତାକର୍ଷକ ଆତସବାଜି ପ୍ରଦର୍ଶନ//ଆଜି ଆଲୋକର ପର୍ବ ଦୀପାବଳୀ : ଉତ୍ସବମୂଖର ଗାଁଠୁ ସହର , ସନ୍ଧ୍ୟାରେ ଘରେ ଦୀପ ଜାଳିବେ ଲୋକେ , ଆରମ୍ଭ ହେଲା କାଳୀପୂଜା, ମାଆଙ୍କୁ ଆରାଧନା ସହ ସାରା ଦେଶରେ ପୂଜାର୍ଚ୍ଚନା//ଦୀପାବଳୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ//ସୁଧୁରୁଛି ଭାରତ-ଚୀନ୍ ସମ୍ପର୍କ: ଏଲଓସିରେ ଉତ୍ତେଜନା ହ୍ରାସ ପାଇଁ ଚୁକ୍ତି ପରେ ବିବାଦୀୟ ପୂର୍ବ ଲଦାଖ ର ଡେମଚୋକ୍ ଓ ଦୀପଚାକ୍ ରୁ ଉଭୟ ପକ୍ଷ ସୈନ୍ୟ ଅପସାରଣ ସମ୍ପୂର୍ଣ୍ଣ, ଆଜି ପରମ୍ପରକୁ ମିଠା ଖୁଆଇବେ ଦୁଇ ଦେଶର ସେନା//ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଗୁଜୁରାଟସ୍ଥିତ କେଓ୍ବାଡିଆରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ, ଉପସ୍ଥିତ ଜନତାଙ୍କୁ ଏକତାର ଶପଥ ପାଠ କରାଇଲେ ମୋଦୀ, ସେପଟେ ଦିଲ୍ଲୀ ସ୍ଥିତ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳୀ//ୟୁରୋପୀୟ ଦେଶ ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା : ୯୫ ଜଣଙ୍କ ମୃତ୍ୟୁ , ଅନେକ ନିଖୋଜ , ଉଦ୍ଧାରକାରୀ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି, ଭାଲେନ୍ସିଆ ସହରର ଗୋଟିଏ ପରିବାରର ୪୦ ମୃତ ସୂଚନା//ଶ୍ରୀମନ୍ଦିରରେ ଶୁକ୍ରବାର ହେବ ଦୀପାବଳୀ ନୀତି ଓ ପୟା ଶ୍ରାଦ୍ଧ : ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଯୋଗୁଁ ଆଜି ଶ୍ରୀମନ୍ଦିର ବାହାରେ କାଉଁରିଆ କାଠି ଜାଳି ବଡ ବଡୁଆ ଡାକିଛନ୍ତି ଅନେକ ଶ୍ରଦ୍ଧାଳୁ, କିଛି ସ୍ଥାନରେ ଆଜି ପୟା ଶ୍ରାଦ୍ଧ ପାଳନ ହେଉଥିବାବେଳେ , କିଛି ସ୍ଥାନରେ କାଲି ହେବ ପାଳନ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od