
ଗୁଆହାଟୀ,୧୫ା୯: ମଣିପୁର ମନ୍ତ୍ରୀ ଖାସିମ୍ ବାଶୁମ୍ଙ୍କ ଉଖ୍ରୁଲ ଜିଲାର ହାମଲେଇଖୋଙ୍ଗ ଅଞ୍ଚଳରେ ଥିବା ଆବାସିକ କମ୍ପ୍ଲେକ୍ସରେ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରାଣୀସମ୍ପଦ ଓ ପରିବହନ ବିଭାଗ ମନ୍ତ୍ରୀ ଥିବା ବାଶୁମ୍ ବିସ୍ଫୋରଣ ସମୟରେ ରାଜଧାନୀ ଇମ୍ଫାଲରେ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ବିସ୍ଫୋରଣ ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ବ୍ୟାନ୍ ସମୟକୁ ବଢ଼ାଇ ଦିଆଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ବିସ୍ଫୋରଣରେ ପୂର୍ବତନ ବିଧାୟକ ୟାମଥୋଙ୍ଗ୍ ହାଓକିପ୍ଙ୍କ ସ୍ତ୍ରୀ ପ୍ରାଣ ହରାଇଥିଲେ।

ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ…
କୋଲକାତା,୧୫ା୯: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଥମି ନ ଥିବାବେଳେ ସେଠାର ଅନ୍ୟ ଏକ…

ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ
ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ…

ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’
ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ…

ଲାଲୁ-ରାବ୍ରିଙ୍କ ମଡେଲ ସାଜିଛନ୍ତି କେଜ୍ରିଓ୍ବାଲ, ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କହିଲେ ଏହି ଭାଜପା ନେତା
ନୂଆଦିଲ୍ଲୀ,୧୫ା୯: ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲ୍ରୁ ବାହାରିବା ମାତ୍ରେ ଦେଶର ରାଜନୀତି ତୀବ୍ର ହୋଇଛି। ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କୁ…

ପୁଣି ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଶିକ୍ଷାଦୂତଙ୍କୁ ପିଟିପିଟି କଲେ ହତ୍ୟା
ସୁକ୍ମାର,୧୫।୯: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ହିଂସା ଲାଗି ରହିଛି। କିଛି ଦିନ ତଳେ ପ୍ରଜାକୋର୍ଟରେ ପୋଲିସ ଇନ୍ଫର୍ମର ସନ୍ଦେହରେ ଲୋକଙ୍କ ସମ୍ମୁଖରେ ଦୁଇଜଣଙ୍କୁ ହତ୍ୟା…

‘ରାହୁଲ ଗାନ୍ଧୀ ଦେଶର ଏକ ନମ୍ବର ଆତଙ୍କବାଦୀ’, କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୧୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ରବନୀତ ସିଂ ବିଟୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିଟୁ ବିରୋଧୀ…

ଯେତେ ଶୀଘ୍ର ଇସ୍ତଫା ଦେବେ ସେତେ ଭଲ, କେଜରିଓ୍ବାଲଙ୍କୁ ନେଇ କାହିଁକି ଏମିତି କହିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। କେଜରିୱାଲଙ୍କ ଏହି ଘୋଷଣା ଉପରେ କେନ୍ଦ୍ର…

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ
ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି…