Sunday, February 23, 2025
Home ନିଉଜ ଆଲର୍ଟ ଭିନ୍ନ ଢଙ୍ଗରେ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ଚା’ ଦୋକାନୀ, ଭିଡିଓ ଦେଖିଲେ କରିବେ ପ୍ରଶଂସା

ଭିନ୍ନ ଢଙ୍ଗରେ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ଚା’ ଦୋକାନୀ, ଭିଡିଓ ଦେଖିଲେ କରିବେ ପ୍ରଶଂସା

by
0 comment

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଏବେ ଜଣେ ଚା’ ଦୋକାନୀଙ୍କ ଭିଡିଓ ଭାଇରାଲ ହେଉଛି । ତାଙ୍କ ଚା’ ବିକିବା ଶୈଳୀ ସମସ୍ତଙ୍କୁ ଚକିତ କରୁଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ପାଟିରେ ଭିନ୍ନ ଭିନ୍ନ ଶବ୍ଦ କରି ଡାକୁଛନ୍ତି । ଏବେ ତାଙ୍କର ଏହି ଶୈଳୀ ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧି ଆଣିଦେଇଛି । ତାଙ୍କ ପ୍ରତିଭା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ଭିଡିଓରେ ନଜର ଆସୁଛି କି କିଭଳି ଭାବେ ବ୍ୟକ୍ତି ଜଣକ ପକ୍ଷୀମାନଙ୍କ ସ୍ବରରେ ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ତାଙ୍କ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ସମସ୍ତେ ତାଙ୍କ ଏହି କଳାକୁ ପ୍ରଶଂସା କରୁଛନ୍ତି । ସେ ଶବ୍ଦ ବାହାର କରିବା ସମୟରେ ମଧ୍ୟ କାମ କରୁଛନ୍ତି । ଏପର୍ଯ୍ୟନ୍ତ ଭିଡିଓକୁ ୧୭ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od