Sunday, January 12, 2025
Home Latest ଭିଜିଲାନ୍ସ ଜାଲରେ ବୋଲଗଡ଼ ବ୍ଲକ୍ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ବୋଲଗଡ଼ ବ୍ଲକ୍ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରାପଡ଼ିଲେ

by
0 comment

ଭିଜିଲାନ୍ସ ଜାଲରେ ବୋଲଗଡ଼ ବ୍ଲକ୍ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ସରକାରୀ ବାସଭବନରୁ ୨ ଲକ୍ଷ ୧୬ ହଜାର ୯ ଶହ ଟଙ୍କା ଜବତ

ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ। ୧୯ହଜାର ୨ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ବୋଲଗଡ଼ର ଖଙ୍ଗୁରିଆ ଗ୍ରାମପଂଚାୟତରେ ନିର୍ମାଣ ହୋଇଥିବା କଲଚରାଲ ସେଣ୍ଟରର ବିଲ୍ ପାସ୍ କରିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏହାପରେ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସବୁଠାରୁ ବଡ଼ କଥା ହେଲା ଯେ ଚଢ଼ଉ ବେଳେ ତାଙ୍କ ସରକାରୀ ବାସଭବନରୁ୨ ଲକ୍ଷ ୧୬ହଜାର ୯ଶହ ଟଙ୍କା ଜବତ କରାଯାଇଛି। କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରୁଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od