Saturday, January 11, 2025
Saturday, January 11, 2025
Home Home ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା: ଜାଣନ୍ତୁ କେମିତି

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା: ଜାଣନ୍ତୁ କେମିତି

by
0 comment

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା: ଜାଣନ୍ତୁ କେମିତି

ଓଟଓ୍ବା,୨୭।୯: ୩୯ ବର୍ଷ ପୂର୍ବେ କାନାଡାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨ରେ ହୋଇଥିବା ଧମାକାକୁ ନେଇ ତୃତୀୟଥର ଯାଞ୍ଚ୍‌ ଦାବି କରାଯାଉଛି। କନିଷ୍କ ବୋମା ବିସ୍ଫୋରଣ ଯାଞ୍ଚ୍‌ ଦାବି ଭାରତୀୟ ମୂଳର ଏମ୍‌ପି ଚନ୍ଦ୍ରା ଆର୍ଯ୍ୟା ବିରୋଧ କରିଛନ୍ତି। କୁହାଯାଉଛି କି, ଏହା ଭାରତ ବିରୋଧରେ ଏକ ଷଡଯନ୍ତ୍ର।

ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ…

ଇସଲାମାବାଦ,୨୭ା୯: ଯେତେବେଳେ ଭାରତରେ ଇଞ୍ଜିନିୟରିଂ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଆଇଆଇଟିର ନାମ ଶୀର୍ଷରେ ଆସେ। କୁହାଯାଏ, ଏଠାରୁ ସ୍ନାତକ ହାସଲ କରିଥିବା ଇଞ୍ଜିନିୟରମାନେ ବହୁତ…

ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରାଇଥିବା ମାଷ୍ଟରମାଇଣ୍ଡଙ୍କୁ ବିଶ୍ୱ ସହ ପରିଚିତ କରାଇଲେ ୟୁନୁସ

ଢାକା,୨୭।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ବିରୋଧରେ ଆନ୍ଦୋଳନ ସ୍ବୟଂଚାଳିତ ବା ଆପଣାଛାଏଁ ଆରମ୍ଭ ହୋଇ ନ ଥିଲା। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ…

ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ପ୍ୟାରିସ୍‌,୨୬।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସମର୍ଥନ କରିଛନ୍ତି। ଜାତିସଂଘ ସଂସ୍ଥାର ସମ୍ପ୍ରସାରଣକୁ ସମର୍ଥନ କରିଛନ୍ତି।…

ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ

ନ୍ୟୁୟର୍କ,୨୬ା୯:ଗଜା ଷ୍ଟ୍ରିପ୍‌ ଉପରେ ପ୍ରାୟ ବର୍ଷେ ହେବ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଏଥିପାଇଁ ବିଶ୍ୱ…

ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ

ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ…

‘ଦୁର୍ଗାପୂଜା କରିବ ତ ୫ ଲକ୍ଷ ଟଙ୍କା ଦିଅ’, ବାଂଲାଦେଶରେ ହିନ୍ଦୁ ମିନ୍ଦିରକୁ ମିଳୁଛି ଧମକ

ଢାକା,୨୬।୯: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉନାହିଁ। ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶର ଇସଲାମ ଗୋଷ୍ଠୀ ପକ୍ଷରୁ କିଛି ମନ୍ଦିରକୁ ଧମକ ଦିଆଯାଇଛି।…

ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର

ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ…

ଭାରତଠାରୁ ପଙ୍ଗା ନେଇ ଫସିଗଲା ବାଂଲାଦେଶ, ଶାହାଙ୍କ ବୟାନକୁ ନେଇ ଆଖି ଦେଖାଇବା ପରେ…

ଢାକା/ନୂଆଦିଲ୍ଲୀ,୨୬।୯: ବାଂଲାଦେଶରେ ଶେଖ ହସିନା କ୍ଷମତାଚ୍ୟୁତ ହେବାପରେ ବାଂଲାଦେଶର ସ୍ବର ବଦଳୁଥିବା ଦେଖାଯାଉଛି। ମହମ୍ମଦ ୟୁନୁସ ସରକାର ‘ଗୋଟିଏ ପଟେ ଚୋରି ଏବଂ ଅନ୍ୟଟି ସିନାଜୋରି’…

Advertisement

Advertisement

ଧରିତ୍ରୀ କାର୍ଟୁନ

Archives

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od