Friday, February 14, 2025
Friday, February 14, 2025
Home Government of India ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

by
0 comment

ନୂଆଦିଲ୍ଲୀ,୩।୧୦: ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

କେନ୍ଦ୍ର କହିଛି ଯେ ବୈବାହିକ ବଳାତ୍କାର ପ୍ରସଙ୍ଗ ଆଇନଗତ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗ, କାରଣ ଏହା ସମାଜ ଉପରେ ସିଧାସଳଖ ପ୍ରଭାବ ପକାଇବ। ତେଣୁ ସମସ୍ତ ହିତାଧିକାରୀଙ୍କ ସହ ଉପଯୁକ୍ତ ପରାମର୍ଶ ବିନା କିମ୍ବା ସମସ୍ତ ରାଜ୍ୟର ମତକୁ ବିଚାରକୁ ନ ନେଇ ଏହି ପ୍ରସଙ୍ଗ ବିଷୟରେ ନିଷ୍ପତି ହୋଇପାରିବ ନାହିଁ ବୋଲି କେନ୍ଦ୍ର କହିଛି।

କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର: ସତର୍କ କରାଇଲା ଫୁଡ୍ ସେଫ୍‌ଟି ଅଥରିଟି

ବେଙ୍ଗାଲୁରୁ,୩।୧୦: ବଜାରରେ ମିଳୁଥିବା ଭଳିକି ଭଳି କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର। ବିଶେଷ କରି ସ୍ଥାନୀୟ ବେକେରୀ ମାନଙ୍କରେ ପ୍ରସ୍ତୁତ କେକ୍‌ରେ ଏହି ବିପଦ ଅଧିକ…

ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେଙ୍କୁ ବଡ ଝଟ୍‌କା, ବାଜି ମାରିଲେ ଠାକରେ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଶିବସେନା ଏବଂ ଏହାର ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବଡ ଝଟ୍‌କା ଲାଗିଛି। ଅପରପକ୍ଷେ, ଶିବସେନାର…

ମହାରାଷ୍ଟ୍ରରେ ପୁଣି ପାଲା ବଦଳାଇବା ଚକ୍କରରେ ପୂର୍ବତନ ମନ୍ତ୍ରୀ, ଭାଜପା ଛାଡି…

ମୁମ୍ବାଇ,୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ର୍ନିିାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଭାଜପାର ବରିଷ୍ଠ ନେତା ହର୍ଷବର୍ଦ୍ଧନ ପାଟିଲ ଭାଜପା ଛାଡିବେ ବୋଲି ଅନୁମାନ…

ଭାଜପାକୁ ଝଟ୍‌କା, ଗିରଫ ହେଲେ ଦ୍ରୌପଦୀ!

ନୂଆଦିଲ୍ଲୀ,୩।୧୦: ବିଆର ଚୋପ୍ରାଙ୍କ ଟେଲିଭିଜନ ସିରିଏଲ ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭାଜପା ନେତା ରୂପା ଗାଙ୍ଗୁଲିଙ୍କୁ…

କୋର୍ଟ ଭିତରେ ଓକିଲଙ୍କୁ କାହିଁକି ଗାଳି ଦେଲେ ସିଜେଆଇ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୩।୧୦: ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କୁ ତାଗିଦ କରିଛନ୍ତି। ଯେତେବେଳେ ଓକିଲ ବେଞ୍ଚକୁ କହିଥିଲେ ଯେ କୋର୍ଟରେ ଲିଖିତ ଆଦେଶର…

ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସମୟରେ ଭାଜପାକୁ ବଡ଼ ଝଟକା ଲାଗିଛି। ଅଶୋକ ତନୱର ଦଳ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଅଶୋକ…

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ…

ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ…

ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍‌…

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od