ଲମତାପୁଟ : ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବନ୍ଦ, ବନ୍ୟାଜଳ ପଶିବା ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ କଲେ କର୍ତ୍ତୃପକ୍ଷ.. // ନୂଆଦିଲ୍ଲୀ: ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚେତା ପଶିଲା, ସତର୍କତାମୂଳକ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶିକା ଜାରି କଲା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ // ଚଣ୍ଡୀଗଡ଼: ହରିୟାଣାରେ ଏକା ଲଢ଼ିବ ଆମ ଆଦମୀ ପାର୍ଟି, ସଙ୍କେତ ଦେଲେ ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ // ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା, ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ // କଲକାତା ପୀଡ଼ିତାଙ୍କ ଫଟୋ ସମସ୍ତ ସାମାଜିକ ଗଣମାଧ୍ୟମରୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ // କାର୍ଯ୍ୟକୁ ନ ଫେରିଲେ କାର୍ଯ୍ୟାନୁଷ୍ଠାନ, ପଶ୍ଚିମବଙ୍ଗରେ ଧର୍ମଘଟ ଚଳାଇଥିବା ଡାକ୍ତରମାନଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ // ସମ୍ଭାବ୍ୟ ବନ୍ୟାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର, ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ, ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦେଶ, ଭୁବନେଶ୍ୱରରେ ୩୦ଟି ପମ୍ପ ନିୟୋଜିତ କରିବାକୁ ନିର୍ଦେଶ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ ହେବ// ନୟାଗଡ଼: ଫତେଗଡ଼ ଥାନା ଭଗବାନପୁର ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାକୁ ନେଇ ଅଖିଳ ସାହୁ ନାମକ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଘରୋଇ ମେଡିକାଲକୁ ସ୍ଥାନାନ୍ତର//ଭଦ୍ରକ: ଟ୍ରକ-ସ୍କୁଟି ଧକ୍କାରେ ୨ମୃତ, ଏନ୍ଏଚ୍ ୧୬ ବନ୍ତ ଛକ ନିକଟରେ ଦୁର୍ଘଟଣା, ଆଉ ଜଣେ ଆହତ//ଜାମ୍ମୁ-କାଶ୍ମୀରର ନୌସେରା ଅଞ୍ଚଳରେ ୨ ଆତଙ୍କବାଦୀ ନିହତ, ଅନୁପ୍ରବେଶ ଉଦ୍ୟମ ସମୟରେ ସେନା ସହ ଗୁଳିବିନିମୟରେ ଟଳିଲେ ଦୁଇ ଆତଙ୍କୀ // ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର ,ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗ୍ରାମରେ ଅଘଟଣ // ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁଁ ପ୍ରଭାବରେ ଲଗାଣ ବର୍ଷା, ପୁରୀଠାରୁ ୧୧୦ କି.ମି ଦୂରରେ କେନ୍ଦ୍ରୀଭୁତ, ୩ଘଣ୍ଟା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ, ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା//ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଚିତ୍ରକୋଣ୍ଡାରେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ, ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି, କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି, MV-90 ଏବଂ MV-96 ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି//
ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି
3
previous post