୨୧ଟି ସର୍ତ୍ତ ସହ ରାଜ୍ୟରେ ଡାନ୍ସ ବାର ଖୋଲିବା ନେଇ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର, ସର୍ତ୍ତ ପୂରଣ ନ କଲେ ମିଳିବନି ଅନୁମତି / କେନ୍ଦ୍ରାପଡା ଡେରାବିଶ ବ୍ଲକ ସିଡିପିଓଙ୍କ ଅମାନବୀୟ ବ୍ୟବହାର ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଶୀଘ୍ର ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ / ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ପ୍ରସଙ୍ଗରେ ଇସ୍କନକୁ ପତ୍ର ଲେଖିଲେ ଗଜପତି ମହାରାଜା, କହିଲେ ପରମ୍ପରା ବିରୁଦ୍ଧ / ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି, କେବଳ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇ ପାରିବେ ଜନସାଧାରଣ / ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟି ହେଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ / ଖୋଲା ସ୍ଥାନ ଓ ପାର୍କ ଏବଂ ସାଇଲେନ୍ସ ଜୋନରେ ବାଣ ଫୁଟାଇବା ଉପରେ କଟକଣା – ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ନ୍ୟାୟାଳୟର ୧୦୦ ମିଟର ମଧ୍ୟରେ ବାଣ ଫୁଟାଇବା ମନା / ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା, ରାଜ୍ୟରେ ଗଠନ କରାଯିବ ଆଉ ୧୦ଟି ଓଡ୍ରାଫ୍ ଟିମ୍ / ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ସହ ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର / ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ଗିରଫ ମହମ୍ମଦ ଅମୀର ଖାନ୍, ଅରୁଣ ମହାନ୍ତ ଓ ପପୁ କୁମାରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ନ୍ୟାୟାଳୟ / ରାଜ୍ୟରେ ଆରମ୍ଭ ହେବ ମିଶନ ଶକ୍ତି ସ୍ୱୟଂ ସିଦ୍ଧା ତାଲିମ କାର୍ଯ୍ୟକ୍ରମ, ବାତ୍ୟା ପ୍ରବଣ ୧୪ଟି ଜିଲ୍ଲାର ୩୯୨୨ ପଞ୍ଚାୟତର ମିଶନ ଶକ୍ତି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ପରିଚାଳନା ତାଲିମ / ପ୍ରତି ପଂଚାୟତରୁ ଆସନ୍ତା ୧ ବର୍ଷ ମଧ୍ୟରେ ୫୦ ଜଣ ମହିଳାଙ୍କୁ ଦିଆଯିବ ତାଲିମ / କେନ୍ଦ୍ରାପଡ଼ା ବିଡିଓଙ୍କ କାର୍ଯ୍ୟାଳୟ ଉପରକୁ ଅଣ୍ଡାମାଡ଼ କଲେ ଦୁର୍ବୃତ୍ତ /
ବଲାଙ୍ଗିରରେ ଡବଲ ମର୍ଡର, ୮ ଗିରଫ
7
previous post