Monday, January 13, 2025
Monday, January 13, 2025
Home ଆମ ଓଡ଼ିଶା ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

by
0 comment

ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ବରଗଡ଼଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବା ଅବସରରେ ଘୋଷଣା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କେବଳ ଭୁବନେଶ୍ୱରରେ ସୀମିତ ରହିବ ନାହିଁ। ଭୁବନେଶ୍ୱର ଭଳି ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣାଣି ହେବ। ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ବରଗଡ଼଼ ଓ ସମ୍ବଲପୁରରେ ବି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି ଘୋଷଣା ହେବ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

kalyan agarbati

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od