ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ, ପାଟଣାଗଡ଼ ଏଡିଜେ କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ, ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା//ଦୀର୍ଘ ୯ ମାସ ପରେ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ: ଓଟିଡିସିର ପ୍ରତିଷ୍ଠା ଦିବସରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ, ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ନିର୍ଦେଶକ ସମର୍ଥ ବର୍ମା ଓ ସ୍ଥାନୀୟ ବିଧାୟକ ବାବୁ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୋର ଶୁଭାରମ୍ଭ କରିବେ//ଜେଲ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଫେକ୍ ଆକାଉଣ୍ଟ, ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ, ସାଇବର ଥାନାରେ ଅଭିଯୋଗ କଲେ ଅମିତାଭ ଠାକୁର, କୌଣସି ମେସେଜ ଆସିଲେ ଆର୍ଥିକ କାରବାର ନକରିବାକୁ କହିଲେ//ଗୁଜରାଟ: ପୋରବନ୍ଦର ଉପକୂଳ ଆରବ ସାଗରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା, ୨କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ, ଜଣେ ଊର୍ଦ୍ଧ୍ବାର//ମୟୁରଭଞ୍ଜ ଉଦଳା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପୁଲିସ୍ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ହୋମଗାର୍ଡଙ୍କ ମୃତ୍ୟୁ, ଆଇଆଇସିଙ୍କ ସମେତ ୪ ଗୁରୁତର, ପୁଲିସ୍ ଗାଡି ଚୁରମାର୍ , ଆଇଆଇସିଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର//ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ: ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା ଗଧିଆ, ଦୁଇ ମାସରେ ୯ଜଣଙ୍କୁ ମାରିଲେଣି ଗଧିଆ ପଲ, ୧୦ରୁ ଅଧିକ ଆହତ, ଏଯାବତ୍ ୪ ଗଧିଆଙ୍କୁ ଧରିଲାଣି ବନ ବିଭାଗ , ଆଉ ଦୁଇ ଗଧିଆଙ୍କୁ ଖୋଜାଖୋଜି ଜାରି//ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ
ବଡ ସଫଳତା; ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ନିହତ
12