//ଦିଲ୍ଲୀ: ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ। ତୋଗଲକାବାଦ-ଓଖଲା ମଧ୍ୟରେ ତାଜ ଏକ୍ସପ୍ରେସରେ ଅଘଟଣ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା //ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ,ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି ପ୍ରକାଶ, ଏନେଇ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲା କ୍ୟାବିନେଟ୍ // ଓଜେଇଇ ୨୦୨୪ ରେଜଲ୍ଟ ପ୍ରକାଶ, ଚଳିତ ଥର ୫୬ହଜାର ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ, ବି-ଫାର୍ମାରେ ସାଗରିକା ଦାସ ଟପ୍ପର, ଏମ୍.ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର, ଏଲ୍ଇ. ଟେକ୍ରେ ବିଲଟୁ ମଣ୍ଡଳ ଟପ୍ପର, ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ସିଭିଲ୍ ଇଞ୍ଜିନିୟରିଂରେ ରବୀନ୍ଦ୍ର ସାହୁ ଟପ୍ପର, ଏମସିଏ/ଏମ.ଏସସି(କମ୍ପ୍ୟୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର, ଚଳିତ ବର୍ଷ ୧୧ଟି ବିଭାଗରେ ପ୍ରବେଷିକା ପରୀକ୍ଷା ହୋଇଥିଲା//ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍ମିଟ୍ : ଚଳିତଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ, ଜି ୭ ଦେଶର ମୋଟ୍ ମତଦାତାଙ୍କଠାରୁ ଭାରତରେ ଅଧିକ ଭୋଟର, ଚଳିତଥର ମତଦାନ କରିଛନ୍ତି ୬୪ କୋଟିରୁ ଅଧିକ ଭୋଟର, ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା, ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ବିଶ୍ଵ ରେକର୍ଡ//ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ, ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର, କ୍ୟାବିନେଟ ନିଷ୍ପତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ, ଜୁନ୍ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାର କାର୍ଯ୍ୟକାଳ//ସୋମବାର ଶେୟାର ବଜାର ଖୋଲିବା ପରେ ଦ୍ରୁତ ବୃଦ୍ଧି, ସୋମବାର ଶେୟାର ବଜାର ଖୋଲିବା ପରେ ଉଭୟ ସେନ୍ସେକ୍ସ ଏବଂ ନିଫଟି ନିଜ ନିଜର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛନ୍ତି//ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଗିରଫ//ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ; ବରଯାତ୍ରୀ ବୋଝେଇ ଟ୍ରାକ୍ଟର ଓଲଟି ୧୩ ଜଣଙ୍କ ମୃତ୍ୟୁ , ଗୁରୁତର ଅବସ୍ଥାରେ ୧୬ ଜଣଙ୍କୁ ସ୍ଥାନୀୟ ମେଡିକାଳରେ ଭର୍ତ୍ତି//
ବଜାରରେ ‘ବିଜେପି ମିଠା’
270