୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍, ୨ଟି ନର୍ବାଚନୀ ଅନିୟମିତତା ମାମଲାରେ ନୋଟିସ ଜାରି କରିଛନ୍ତି ହାଇକୋର୍ଟ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍ // ପ୍ରଭାବଶୂନ୍ୟ ହେଲା ହିଣ୍ଡେନବର୍ଗ ରିପୋର୍ଟ, ଷ୍ଟକ ବଜାରରେ ସେନ୍ସେକ୍ସ ଓ ନିଫଟି ଊର୍ଦ୍ଧ୍ବଗାମୀ, ସୋମବାର ଶେୟାର ବଜାର ଖୋଲିବା ପରେ ବଢ଼ିଲା ଶେୟାର ମୂଲ୍ୟ // ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ: ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ , ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ହେଉଛନ୍ତି ବିତ୍ତିହୋତ୍ର, ୨୦୦୬ ମସିହାରେ ଜର୍ମାନ୍ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଥିଲା//ୟୁକ୍ରେନର ଜାପୋରିଝଝିଆରେ ଥିବା ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରରେ ଅଗ୍ନିକାଣ୍ଡ, ବିକିରଣ ନିୟନ୍ତ୍ରଣ କରିବାକୁ ଚାଲିଛି ଉଦ୍ୟମ, ରୁଷ ନିୟନ୍ତ୍ରଣରେ ରହିଛି ଏହି ଆଣବିକ ପ୍ଲାଣ୍ଟ // ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ, ଆରଆଣ୍ଡବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଚଢାଉ, ଭୁବନେଶ୍ୱର, କଟକ ଓ ଝାରସୁଗୁଡା ସମେତ ୯ଟି ସ୍ଥାନରେ ଚଢାଉ//ଚେନ୍ନାଇ: ଦୁର୍ଘଟଣାରେ ୫ ଛାତ୍ରଙ୍କ ମୃତ୍ୟୁ, ଚେନ୍ନାଇ-ତିରୁପତି ଜାତୀୟ ରାଜପଥର ତିରୁଭେଲର ନିକଟରେ କାରକୁ ଧକ୍କା ଦେଲା ଟ୍ରକ, ଅନ୍ୟ ୨ ଗୁରୁତର ଆହତ // ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ: ଭାରତ ମଣ୍ଡପମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ , ଜାତୀୟ ରାଜପଥ ନେଇ ଏନଏଚ୍ କର୍ତ୍ତୃପକ୍ଷଙ୍କ ସହ କରିବେ ଆଲୋଚନା, ଗସ୍ତ ଅବସରରେ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବା କାର୍ଯ୍ୟକ୍ରମ//ଆଜି ଶୁଖିଲା ରହିବ ପାଗ: ମଙ୍ଗଳବାର ପୁଣି ବଢିବ ବର୍ଷା, ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମଙ୍ଗଳବାର ପାଇଁ ରାଜ୍ୟର ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି//ଶ୍ରାବଣ ମାସର ଚତୁର୍ଥ ସୋମବାର: ଜଳ ଲାଗି ପାଇଁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ, ମନସ୍କାମନା ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ, ବୋଲବମ୍ ହରହର ବମ୍ ଧ୍ବନୀରେ ପ୍ରକମ୍ପିକ ଗଗନପବନ//ବିହାର ଜେହନାବାଦ ଜିଲ୍ଲାର ବାବା ସିଦ୍ଧନାଥଙ୍କ ମନ୍ଦିରରେ ଦଳାଚକଟା: ୩ ମହିଳାଙ୍କ ସମେତ ୭ ମୃତ, ୯ଜଣ ଗୁରୁତର ଆହତ, ଶ୍ରାବଣ ଚତୁର୍ଥ ସୋମବାର ଥିବାରୁ ବାବା ସିଦ୍ଧନାଥଙ୍କ ମନ୍ଦିରରେ ଥିଲା ପ୍ରବଳ ଭିଡ//କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ପ୍ରତିବାଦ: ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେନ୍ସ ଡାକ୍ତର ସଂଘ, ଜୁନିୟର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି, ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଙ୍କୁ ପଦରୁ ହଟାଇଲେ ବେଙ୍ଗଲ ସରକାର, ଅଭିଯୁକ୍ତକୁ ଗିରଫ କରି ପୁଲିସ୍ ର ଖୋଳତାଡ
ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଂ: ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଉତ୍କଳକୁ ମିଳିଲା ୪୨ତମ ସ୍ଥାନ
7
previous post