ହରିରାଜପୁରରେ ବୋମାମାଡ଼, ରାସ୍ତାରେ ପଥର ଗଦା କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଯୋଗୁ ବୋମାମାଡ଼ ହୋଇଥିବା ସୂଚନା // ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା, ୩ ବଗି ଲାଇନଚ୍ୟୁତ, କେହି ମୃତାହତ ହୋଇ ନ ଥିବା ସୂଚନା // ବୈତରଣୀ ନଦୀର ଭୀମକୁଣ୍ଡଠାରେ ଭାସିଯାଇ ଯୁବକ ନିଖୋଜ, ବଣଭୋଜି କରିବାକୁ ଆସିଥିଲେ ଜଗତସିଂହପୁର ଜିଲା ବାଲିକୁଦା ଅଞ୍ଚଳର ୧୭ ଜଣ ସାଙ୍ଗ, ନଦୀରେ ଗାଧୋଇବା ସମୟରେ ଘଟିଛି ଅଘଟଣ // ବାରିପଦାରୁ ଅନୁଗୁଳ ଆସୁଥିବା ଓଏସଆରଟିସି ବସ ଓଲଟିଲା, ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ସୂଚନା, ୪୫ ଆହତ, ସମଲ ଥାନା ପବିତ୍ରନଗର ଆଶ୍ରମ ନିକଟରେ ଘଟିଛି ଦୁର୍ଘଟଣା // ସୁଦାନର ଏକ ଡାକ୍ତରଖାନା ଉପରେ ଡ୍ରୋନ ଆକ୍ରମଣ, ୬୭ ମୃତ, ୨୦୨୩ ଏପ୍ରିଲରୁ ସୁଦାନ ସେନା ଏବଂ ପାରାମିଲିଟାରି ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ) ମଧ୍ୟରେ ଚାଲିଛି ଯୁଦ୍ଧ // ପୂର୍ବତନ ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଚୋରି ସମ୍ପର୍କରେ ପଚାରି ବୁଝିଲେ, ଘଟଣାସ୍ଥଳରେ ପୁଲିସ କମିଶନର ପହଞ୍ଚି ତଦନ୍ତ କଲେ // ବିଜେଡିର ସାଂଗଠନିକ ନିର୍ବାଚନ ପୂର୍ବରୁ ଭାଙ୍ଗିଲା ପ୍ରମୁଖ ସଂଗଠନ, ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ ଆଦି ସଂଗଠନ ଭାଙ୍ଗିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ // ବାଙ୍କୀ ପିକଅପ୍ ଭ୍ୟାନ ଦୁର୍ଘଟଣାରେ ଛାତ୍ର ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ, ଜିଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ଵ, -ସହୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା, -ଗଣଶିକ୍ଷା ବିଭାଗର ୨ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା // ସାଧାରଣତନ୍ତ୍ର ଦିବସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ଘୋଷଣା, ୩ ବର୍ଷ ଭିତରେ ଡିବ୍ରୁଗଡ଼ ହେବ ଆସାମର ୨ୟ ରାଜଧାନୀ // ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଉଦବେଗ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ଶାସକ ଦଳକୁ କଲେ ଟାର୍ଗେଟ // ବାଙ୍କୀ ଦୁର୍ଘଟଣା : ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଚିଠି ଲେଖିଲେ ଡିଇଓ//ବାଙ୍କୀ ଦୁର୍ଘଟଣା: ଜିଲ୍ଲାପାଳ କହିଲେ ଅନ୍ୟ ସ୍କୁଲକୁ ନେବାକୁ ଅନୁମତି ନଥିଲା , କାହିଁକି ନେଲେ ସେ ନେଇ ହେବ ତଦନ୍ତ//ବାଙ୍କୀ : ବାଙ୍କୀ ଥାନା ଅଂଶୁପା ନିକଟରେ ଓଲଟିଲା ପିକଅପ୍ ଭ୍ୟାନ୍ , ୧ ଛାତ୍ର ମୃତ, ୨୫ ଆହତ, ୧୩ ଆହତ ଆଠଗଡ ଓ ୧୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର//ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା : ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପୁଲିସ୍ ମେଡାଲ୍ ପ୍ରଦାନ//ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି , ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି , ୩ ସେନା ବାହିନୀ ପକ୍ଷରୁ ବୀରତ୍ଵ ପ୍ରଦର୍ଶନ//୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ : ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ, ୪୯ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଦ୍ଵାରା ପରେଡ୍ ପ୍ରଦର୍ଶନ//କଟକରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ : ବିଡାନାସୀ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ//ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ପରମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ//ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ, ଝରକା ଦେଇ ଲୁଟେରା ଫେରାର
ପୂର୍ବତନ ମୁଖ୍ୟଯନ୍ତ୍ରୀ ଅଜିତ ରଏଙ୍କ ପରଲୋକ
1
previous post