Posted inଜାତୀୟ
ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୬।୬: ପୁଣି ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା। ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ବାଚସ୍ପତି ନିର୍ବାଚିତ ହୋଇଛନ୍ତି।
କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ,୨୬।୬: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ସିବିଆଇ ଗିରଫ କରିଛି।

ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କୁ ମିଳିଲା ବଡ଼ ଫାଇଦା, ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୬: ଇତିହାସରେ ପ୍ରଥମ ଥର ଲୋକ ସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଏନଡିଏ ପୁଣିଥରେ ଓମ ବିର୍ଲାଙ୍କୁ…

ରାହୁଲ ବିରୋଧୀ ଦଳ ନେତା ହେବା ପରେ ଶରଦ କହିଲେ…
ନୂଆଦିଲ୍ଲୀ,୨୬।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଲୋକ ସଭାର ବିରୋଧୀ ଦଳର ନେତା ହୋଇଛନ୍ତି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର ଅଭିନନ୍ଦନ ଜଣାଇଛନ୍ତି।…

ଓମ ବିର୍ଲା ନା ସୁରେଶ, କାହାକୁ ସମର୍ଥନ ଦେବେ ଜଗମୋହନ ରେଡ୍ଡୀ, କହିଦେଲେ…
ନୂଆଦିଲ୍ଲୀ,୨୬।୬:ଲୋକସଭା ବାଚସ୍ପତି ପଦ ବୁଧବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ତଥା ଭାଜପା ଏମପି ଓମ ବିର୍ଲାଙ୍କ ସହ…

କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ସିବିଆଇ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ରୌଜ୍ ଏଭିନ୍ୟୁ…

ରଦ୍ଦ ହୋଇଯିବ ଓଓ୍ବାଇସିଙ୍କ ସଦସ୍ୟଦା, ରାଷ୍ଟ୍ରପତିଙ୍କ ପାଖରେ ହେଲା ଅଭିଯୋଗ
ନୂଆଦିଲ୍ଲୀ,୨୬।୬: ହାଇଦ୍ରାବାଦର ଲୋକସଭା ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ…

ବାଚସ୍ପତି ନିର୍ବାଚନ ପୂର୍ବରୁ ଏନଡିଏର ଟେନସନ୍ ବଢାଇଲେ ମମତା
ନୂଆଦିଲ୍ଲୀ,୨୬।୬: ବାଚସ୍ପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିରୁ ଇଣ୍ଡିଆ ମେଣ୍ଟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ କେ…

ଓମ ବିର୍ଲା ବନାମ କେ.ସୁରେଶ: ଲୋକ ସଭା ବାଚସ୍ପତି କିପରି ହେବେ ନିର୍ବାଚିତ , ଜାଣନ୍ତୁ ସମସ୍ତ ପ୍ରକ୍ରିୟା
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ନେତୃତ୍ୱାଧୀନ ଏନଡିଏ ପୂର୍ବତନ ବାଚସ୍ପତି ଓମ ବିର୍ଲାଙ୍କୁ ଅଷ୍ଟାଦଶ ଲୋକ…