
ଭୁବନେଶ୍ୱର,୩୦।୭: ପାରାଦୀପରେ ଚାଇନା ଜାହାଜ। ପାରାଦୀପରେ ଅଟକ ରଖାଯାଇଛି ଚାଇନା ଜାହାଜ। ଚାଇନା ଜାହାଜ MV ZHE HAI- 505 କୁ ଅଟକ ରଖାଯାଇଛି। ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
ସୂଚନାଥାଉ କି, ଏହି ଚାଇନା ଜାହାଜ ବକେୟା ନ ଦେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କମ୍ପାନୀ ମାଲିକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍ଜଜ୍। ଜର୍ଜିଆରୁ ଆମୋନିଅମ ନାଇଟ୍ରେଟ ନେଇ ପାରାଦୀପ ଆସିଥିଲା ଏହି ଜାହାଜ।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All

ନବୀନଙ୍କୁ ସିଧା ଶୁଣାଇଦେଲେ ମୁଖ୍ୟମନ୍ତ୍ରୀ, ଉଠି ପଳାଇଲେ ବିଜେଡି-କଂଗ୍ରେସ
ଭୁବନେଶ୍ୱର,୩୦।୭: ବିଧାନସଭାରେ ଆଜି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି…

କାଲିଠୁ ଜୋରଦାର ଧରପକଡ, ଲାଇସେନ୍ସ ନ ଥିଲେ…
ଭୁବନେଶ୍ୱର,୩୦।୭: ନାବାଳକ ଗାଡ଼ିଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ସୋମବାର ଠାରୁ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି । ଦୁଇ…

ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ
କେନ୍ଦୁଝର,୩୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ, ଉଖୁଣ୍ଡା ଫରେଷ୍ଟ ସେକ୍ସନ ବାରିଆ, ରାଣିପୁର, ରତନପୁର,ଚକୁଳିଆ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରେ ୪ ଦିନ ହେବ…

ସାବଧାନ ସରକାରୀ କର୍ମଚାରୀ, ଏଣିକି ଅଫିସ୍ରେ…
ଭୁବନେଶ୍ୱର,୩୦।୭: ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ…

ପାଣି ଢ଼ାଳି ଫେରିଲା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ, ମେଡିକାଲରୁ ଉଭାନ ହେଲା ଯୁବକଙ୍କ ମୃତଦେହ
କୋରାପୁଟ,୩୦।୭(ଅମିତାଭ ବେହେରା ): ଶ୍ରାବଣ ମାସର ଦିତୀୟ ସୋମବାରରେ ଏକ ବଡ ଅଘଟଣ ଘଟିଛି। ପାଣି ଢ଼ାଳି ଫେରିଲା ବେଳେ ଜଣେ କାଉଡ଼ିଆଙ୍କ ହୃଦଘାତରେ ମୁତ୍ୟୁ…

ଓ୍ବାଏନାଡରୁ ଆସିଲା ଦୁଃଖ ଖବର, ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ
ଭୁବନେଶ୍ୱର,୩୦।୭: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ…

କ୍ଷମା ମାଗିଲେ ସୁର ରାଉତରାୟ, କହୁ କହୁ କହି ଦେଇଥିଲେ ଏମିତି…
ଭୁବନେଶ୍ୱର,୩୦।୭: ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ପ୍ରତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ବିଭିନ୍ନ ଆଡୁ ସମାଲୋଚନା…

ସବୁ ବିଧାୟକ, ବାଚସ୍ପତିଙ୍କୁ ଘରକୁ ନେଇ ଭଲ ଖାଇବାକୁ ଦେବି: ହେଲେ ପାଣିରେ ଡାଲି ସିଝୁନି କାହିଁକି ଏମିତି କହିଲେ…
ଭୁବନେଶ୍ୱର,୩୦।୭: ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପୂର୍ବତନ ମନ୍ତ୍ରୀଙ୍କ ବରୋଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୂର୍ବ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା…