Posted inଅପରାଧ, ଆମ ଜିଲା ଖବର, ବାଲେଶ୍ୱର
ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା

ବାଲେଶ୍ୱର,୨୮ା୬: ବାଲେଶ୍ୱର ଜିଲା ସରଗାଁ ପଦ୍ମପୁର ଘରୋଇ ଇଂରାଜୀ ମିଡିୟମ ସ୍କୁଲର ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ୧୦ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଖାଇସାରି ହାତ ଧୋଇବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ୪ ଛାତ ହାତ ଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଫଳରେ କାନ୍ଥ ତଳେ ଛାତ୍ର ଜଣକ ଚାପି ହୋଇଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Posted inଅପରାଧ, ଆମ ଜିଲା ଖବର, ବାଲେଶ୍ୱର View All
Posted inଅପରାଧ, ଆମ ଜିଲା ଖବର, ବାଲେଶ୍ୱର View All

ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର କରି ମାମୁ ଗଲେ ଜେଲ୍
ବିଞ୍ଝାରପୁର,୨୮ା୬(ରାମକୃଷ୍ଣ ଦାସ): ଯାଜପୁର ଜିଲା ଅଳକୁଣ୍ଡ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ…

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ମୋ’ ବସ୍
କଟକ,୨୮ା୬: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି…

ମାଷ୍ଟର ପ୍ଲାନ୍ ଅପେକ୍ଷାରେ କେନ୍ଦ୍ରାପଡ଼ା ସହର
କେନ୍ଦ୍ରାପଡ଼ା,୨୮ା୬ (ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ହୋଇଛି। ଆଗକୁ ସାମାନ୍ୟ ବର୍ଷାରେ କେନ୍ଦ୍ରାପଡ଼ା ସହର ଜଳବନ୍ଦୀ ହେବ। ସହରର ଜଳପଥ ଉପରେ ଜବରଦଖଲ ବଢ଼ୁଛି। ସ୍ବେରେଜ…

ଗଛମୂଳେ ପାଲ ଟାଙ୍ଗି ପାଠପଢ଼ା
ରାଜକନିକା,୨୮ା୬ (ସଞ୍ଜୟ କୁମାର ଦାଶ): ସରକାର ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବର୍ଷାଦିନ ଆରମ୍ଭରେ…

ହାଜର ହେଲେ ଅନୁଭବ, ହେଲାନି ସାକ୍ଷ୍ୟ ଗ୍ରହଣ
କଟକ,୨୮ା୬(କାର୍ତ୍ତିକ ସାହୁ):ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ମାମଲାରେ ଗୁରୁବାର କଟକ ଜେଏମ୍ଏଫ୍ସି (ଏମ୍ପି/ଏମ୍ଏଲ୍ଏ ସ୍ବତନ୍ତ୍ର କୋର୍ଟ)ରେ ଅଭିନେତା ତଥା ପୂର୍ବତନ ଏମ୍ପି ଅନୁଭବ ମହାନ୍ତି ଓ…

ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ବଲାଙ୍ଗୀର, ୨୮ା୬(ବୀରେନ୍ଦ୍ର କୁମାର ଝାଙ୍କର):ରୋଗୀଙ୍କୁ ମେଡିକାଲ ଚିକିତ୍ସା ସେବା ସହ ଡାକ୍ତରଙ୍କ ଦୁଇପଦ ମିଠାକଥା ଓ ଭଲ ବ୍ୟବହାର ବଡ଼ ଔଷଧ। ଗୁରୁବାର ବଲାଙ୍ଗୀର ଭୀମ…

ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ନେଇ ଓ୍ବେବସାଇଟ୍ରେ ରହିବ ଦୁଇଟି ଫର୍ମାଟ୍ର ସୂଚନା
କଟକ,୨୮ା୬(କାର୍ତ୍ତିକ ସାହୁ): ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ରହିଥିବା ମୌଳିକ ସୁବିଧାଗୁଡ଼ିକ ସଂକ୍ରାନ୍ତରେ ଆମିକସ୍ କ୍ୟୁରିଙ୍କ ପକ୍ଷରୁ ପ୍ରସ୍ତୁତ ଫର୍ମାଟ୍କୁ ରାଜ୍ୟ ସରକାର ଗ୍ରହଣ କରିଥିବା ହାଇକୋର୍ଟଙ୍କୁ…

ଏସ୍ସିବିରେ ରକ୍ତ ପାଇଁ ମଗାଯାଉଛି ଟଙ୍କା
କଟକ,୨୮।୬(ଶିଳ୍ପା ପ୍ରିୟଦର୍ଶିନୀ): ଚିକିତ୍ସା କ୍ଷେତ୍ରରେ ଇତିହାସ ରଚୁଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସ୍ସିବି)ର ବିକଳ ଚିତ୍ର ଗୋଟିକ ପରେ ଗୋଟିଏ ସାମ୍ନାକୁ ଆସିବାରେ…