Monday, February 24, 2025
Home ଆମ ଓଡ଼ିଶା ପାଇପ୍‌‌ ଫାଟି ଦବିଲା ରାସ୍ତା, ଯାତାୟାତ ବାଧାପ୍ରାପ୍ତ

ପାଇପ୍‌‌ ଫାଟି ଦବିଲା ରାସ୍ତା, ଯାତାୟାତ ବାଧାପ୍ରାପ୍ତ

by
0 comment

ମାଲକାନଗିରିରେ ଲକ୍ଷ୍ମୀ ଏସି ବସ) ବନ୍ଦ, ପହିଲାରୁ ବସ ଚଳାଚଳ ବନ୍ଦ ରହିଛି//କଟକ: ନୂଆପଡ଼ା ଛକରେ ପାଣି ପାଇପ୍‌ ଫାଟି ଦବିଲା ରାସ୍ତା, ରାସ୍ତା ଦବି ବିରାଟ ଗର୍ତ୍ତ ସୃଷ୍ଟି ହେବାରୁ ଯାତାୟାତ ବାଧାପ୍ରାପ୍ତ//ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଶୁକ୍ରବାର ହୋଇଥିଲା ଚଢ଼ାଉ // ରାଜସ୍ଥାନର ବଂଶଓ୍ବାରା ଜିଲାରେ ପ୍ରସ୍ତାବିତ ଆଣବିକ ପ୍ଲାଣ୍ଟକୁ ବିରୋଧ, ଗ୍ରାମବାସୀ-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ // ମାଲକାନିଗରି ଜିଲ୍ଲା ୩୨୬ନଂ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ବ୍ରିଜ୍ ଉପରେ ଚାରି ଫୁଟ ଉଚ୍ଚର ପାଣି; ମୋଟୁ, ଆନ୍ଧ୍ର ,ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ//ଖଲ୍ଲିକୋଟ ୧୬ନଂ ଜାତୀୟ ରାଜପଥ ଡିମିରିଆ ଗାଁ ଛକ ନିକଟରେ ଅଘଟଣ: ୩ କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ୍, ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ , ଡ୍ରାଇଭର ସୁରକ୍ଷିତ, ଟ୍ରକକୁ ଜବତ ସହ ଡ୍ରାଇଭରକୁ ଅଟକ ରଖିଲା ପୁଲିସ୍ , ବ୍ରହ୍ମପୁରରୁ କୋଲକାତା ଯାଉଥିଲା ଟ୍ରକ୍//ସମ୍ବଲପୁର: ମହାନଦୀକୁ ଡେଇଁଥିବା ଯୁବକ ସୁରକ୍ଷିତ ଉଦ୍ଧାର, ଚାଉଁରପୁର ପୋଲ ଉପରୁ ଡେଇଁ ପଡିଥିଲେ ସୁନାପାଲିର ଯୁବକ//ପାରାଦୀପ : ମହାନଦୀ ମୁହାଣରେ ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ, କେନ୍ଦ୍ରାପଡା ମହାକାଳପଡା ବତୀଘର ନିକଟ ଟାପୁରେ ରାତି କାଟିଲେ, ପାଖରେ ପହଞ୍ଚିଲେ ସାଥୀ ମତ୍ସ୍ୟଜୀବୀ, ପହଞ୍ଚି ପାରିନି ପ୍ରଶାସନ, କାଲି ଅଚଳ ବୋଟକୁ ଦଉଡି ବାନ୍ଧି ଆଣିବାବେଳେ ଛିଡି ଯାଇଥିଲା//କେରଳରୁ ଓଡିଶା ଆସୁଛି ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ: ଭୁବନେଶ୍ଵରରେ ପହଞ୍ଚିବା ପରେ ନିଆଯିବ ପୈତୃକ ଗାଁ, ପତ୍ନୀ ପ୍ରିୟଦର୍ଶିନୀ ପାଲ କେରଳରେ ଚିକିତ୍ସାଧୀନ, ଏବେ ବି ନିଖୋଜ ଡାକ୍ତର ସ୍ଵାଧୀନ ପଣ୍ଡା

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od