Wednesday, January 15, 2025
Wednesday, January 15, 2025
Home ଅପରାଧ ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଦଣ୍ଡାଦେଶ

by
0 comment

//ରାୟଗଡ଼ା ସମାବେଶକୁ ଭର୍ଚ୍ଚୁଆଲ ମୋଡ଼ରେ ଜନସଭାକୁ ସମ୍ବୋଧନ କଲେ ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଲେ ରାହୁଲ। କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ। ବିଏ ଏବଂ ଡିପ୍ଲୋମାଧାରୀଙ୍କୁ ଚାକିରେ ଅଗ୍ରାଧିକାର ଗ୍ୟାରେଣ୍ଟି। ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି। ଗରିବ ପରିବାରର ମହିଳାଙ୍କୁ ୮,୫୦୦ ଟଙ୍କା ପ୍ରଦାନ। ସରକାରୀ ଓ ବେସରକାରୀ ଚାକିରିରେ ମହିଳାଙ୍କୁ ୫୦% ସଂରକ୍ଷଣ। ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ଟଙ୍କା ମଜୁରୀ ପ୍ରଦାନ//ନୂଆପଡ଼ା:ଭ୍ୟାନରୁ ୪ଲକ୍ଷ ୮୯ହଜାର ଟଙ୍କା ଜବତ କଲା ପୁଲିସ। ନୂଆପଡ଼ା-ବରଗଡ଼ ସୀମାନ୍ତ ସାହିପାଲା ଚେକ ପୋଷ୍ଟରୁ ଟଙ୍କା ଜବତ। ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା //ସମ୍ବଲପୁର: ୨ଟି ନାବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟଙ୍କ ସଜା। ଗୋଟିଏ ମାମଲାରେ ଦୋଷୀକୁ ଆଜୀବନ ଓ ଅନ୍ୟଟିରେ ୨୦ବର୍ଷ ଜେଲ। ମହୁଲପାଲି ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ। ୨୦୧୫ ଅଇଁଠାପାଲି ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ।//ଭୁବନେଶ୍ୱର : ଗୋଟିଏ ଦିନ ପରେ ପୁଣି ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱର ତାପମାତ୍ରା.. ୪୧.୬ ଡିଗ୍ରୀ ରେକର୍ଡ.. // ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି: ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କଲା ବିଜେପି, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା//ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଶ୍ରଦ୍ଧାପୂର ଗାଁରେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ//କେନ୍ଦ୍ରାପଡାରେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବରିଷ୍ଠ କିରାରି ଜିତେନ୍ଦ୍ର ସେନାପତି//ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି: ରାୟବରେଲିରେ ପ୍ରାର୍ଥୀପତ୍ର ଦାଖଲ ଥିବାରୁ ଆସିପାରିବେନି//ଲକ୍ଷ୍ନୌ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ନିର୍ବାଚନ ଲଢ଼ିବେ, ଏ ନେଇ ଘୋଷଣା କଲା ଏଆଇସିସି। ଗତ ନିର୍ବାଚନରେ ଆମେଥିରୁ ପ୍ରାର୍ଥୀ ହୋଇ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ ରାହୁଲ ଆମେଥି ଆସନରେ କିଶୋରୀଲାଲ ଶର୍ମାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ଅଛନ୍ତି କିଶୋରୀଲାଲ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od