//ଫୁଲବାଣୀ: ପରୀକ୍ଷାରେ ମାର୍କ ବଢ଼ାଇବାକୁ ଅନଲାଇନ ପେମେଣ୍ଟ ଫାଶ। ଫୁଲବାଣୀ ଓ ରାଇକିଆରେ ଛାତ୍ରଙ୍କୁ ଆସିଛି ଫୋନ କଲ। ଅନଲାଇନରେ ପେମେଣ୍ଟ କଲେ ମାର୍କ ବଢ଼ାଇ ଦିଆଯିବା ପ୍ରଲୋଭନ। ଫୁଲବାଣୀର ଗୋଟିଏ ଓ ରାଇକିଆର ଗୋଟିଏ କଲେଜର ୭ ଛାତ୍ରଙ୍କୁ ଆସିଛି ଫୋନ କଲ। ଫୁଲବାଣୀ ସାଇବର ଥାନା ଓ ରାଇକିଆର ସାଇବର ଥାନାର ଦ୍ବାରସ୍ଥ ହେଲେ ଅଧ୍ୟକ୍ଷ।//ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ପ୍ରଶାସିକା ଶୁଭଶ୍ରୀ ନନ୍ଦ //ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍ ଉପରକୁ ଗୁଳିମାଡ // କୋଣାର୍କ : ବାସୁଦେବପୁର ମନ୍ଦିର ଷ୍ଟୋର ରୁମ୍ ତାଲା ଭାଙ୍ଗି ଚୋରି.. କାକଟପୁର ବାଉରିଆକୋଣ ଗାଁ ବାସୁଦେବପୁର ମନ୍ଦିର ଷ୍ଟୋର ରୁମ୍ରୁ ଚୋରି, ମାଇକ୍ ମେସିନ୍ ସହ ସଂକୀର୍ତ୍ତନ ସାମଗ୍ରୀ ଚୋରି ଅଭିଯୋଗ.. // ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଇସ୍କନ ଶାସ୍ତ୍ର ବିରୋଧୀ ଏବଂ ଜନବିରୋଧୀ କାର୍ଯ୍ୟ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ଗଜପତି, ଶାସ୍ତ୍ରରେ ଲେଖାଥିବା ନିୟମ ଉଲ୍ଲଂଘନ କରିବା ଠିକ ନୁହେଁ, ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପରମ୍ପରାର ଉଲ୍ଲଂଘନ, ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ମୋର ଆଶା ରହିଥିବା ଗଜପତି କହିଛନ୍ତି // ଭୁବନେଶ୍ଵର ଡମଣା ଛକରେ ଭୟଙ୍କର ଦୁର୍ଘଟଣା, ଦ୍ରୁତଗତିରେ ଆସି ଟ୍ରାଫିକ ପୋଷ୍ଟକୁ ଧକ୍କା ଦେଲା କାର, ସୋମବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା, ଚନ୍ଦ୍ରଶେଖରପୁର ପୁଲିସର ତଦନ୍ତ ଜାରି // ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ, ୫୦ ରାଜ୍ୟରେ ହେବ ମତଦାନ, ମଇଦାନରେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ, ଆସନ୍ତା ଜାନୁୟାରୀ ୨୦ରେ ଶପଥ ଗ୍ରହଣ କରିବେ ନବନିର୍ବାଚିତ ରାଷ୍ଟ୍ରପତି // କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ, ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ପୂର୍ଣ୍ଣଚନ୍ଦ୍ର, ୨୦୦୮ରେ କଂଗ୍ରେସ ଟିକେଟରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ // ବାଲେଶ୍ଵର ଜିଲା କମର୍ଦା ଥାନା ଅନ୍ତର୍ଗତ ଛଣପୋଖରୀ ପାଖରେ ଦୁର୍ଘଟଣା, ବାଇକକୁ ଧକ୍କା ଦେଲା କାର, ଜଣେ ମୃତ ଓ ୨ ଆହତ, ମୃତାହତମାନେ ପଶ୍ଚିମବଙ୍ଗର ସୂଚନା // ଭୁବନେଶ୍ବର ପଳାସପଲ୍ଲୀ ଅଞ୍ଚଳରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଗୋଟିଏ ବାଇକରେ ଆସି ୩ ଦୁର୍ବୁତ୍ତ ଜଣେ ଯୁବକକୁ ହାଣିପକାଇଲେ। ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି, ଆକ୍ରମଣର କାରଣ ଅସ୍ପଷ୍ଟ
ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା
9
previous post