Posted inଆମ ଜିଲା ଖବର, କଳାହାଣ୍ଡି
ଧୂମଧାମ୍ରେ ୭୮ତମ ସ୍ବାଧୀନତା ଦିବସ ପାଳିତ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଜବାହର ଉଚ୍ଚ ବିଦ୍ୟାପୀଠ(କ)ପରିସରରେ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ଗୁରୁବାର ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାପୀଠର ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ସାହୁ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ବିଦ୍ୟାପୀଠ ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ ସ୍ବାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ। ବିଦ୍ୟାପୀଠର ସମସ୍ତ ଛାତ୍ରୀଛାତ୍ରମାନେ ଉକ୍ତ ବିଦ୍ୟାପୀଠରୁ ରେଳ ଷ୍ଟେଶନ ଯାଏ ପରିକ୍ରମା କରିଥିଲେ। ସହ ଶିକ୍ଷକ ମନୋଜ କର, ପିତବାସ ସାହୁ ଖେଳ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ସହ ଯୋଗ କରିଥିଲେ। ପ୍ରଧାନଶିକ୍ଷକ ବୁଦ୍ଧଦେବ ପୋଢ଼ ମଞ୍ଚ ପରିଚାଳନା କରିଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି View All
Posted inଆମ ଜିଲା ଖବର, କଳାହାଣ୍ଡି View All

କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର
ମହାକାଳପଡ଼ା,୧୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ, ଗୋବରୀ, ଲୁଣା, ଚିତ୍ରୋତ୍ପଳା ଓ ପାଇକା ନଦୀ କୂଳିଆ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ସୃଷ୍ଟି…

ନଗଡ଼ା ପିଲାଙ୍କୁ ପଢ଼ାଇଲେ ଜିଲାପାଳ
କାଳିଆପାଣି,୧୫ା୮(ଅସିତ ମହାନ୍ତ):ଯାଜପୁର ନୂତନ ଜିଲାପାଳ ପି. ଅନ୍ବେଷା ରେଡ୍ଡି ବୁଧବାର ସୁକିନ୍ଦା ବ୍ଲକ୍ର ନଗଡ଼ା ଅଞ୍ଚଳ ଗସ୍ତ କରିଛନ୍ତି। ଏହି ସମୟରେ ନଗଡ଼ା ଜୁଆଙ୍ଗଙ୍କ ପାଇଁ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଜିଲାପାଳଙ୍କୁ ଫେରାଦ
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଗୁରୁବାର ଏହି ଚାଷୀ ପଞ୍ଜୀକରଣ ଅବଧି ସରିଯିବ। ତେବେ…

ଏସ୍ସି,ଏସ୍ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ
ଭବାନୀପାଟଣା,୧୫ା୮(ଉତ୍ତମ କୁମାର ଦାଶ): ଭାଜପା ସରକାର ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ, ଗରିବି ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କଠାରୁ ଭାଜପା…

ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ୫ ବର୍ଷ ପରେ ରାଜ୍ୟରେ…
ଭବାନୀପାଟଣା,୧୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଭାଗିରଥି ଇନ୍ ଠାରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।…

ଲୁହା ରଡ୍ ଚୋରି କରି ୫ କୋର୍ଟ ଚାଲାଣ
ଥୁଆମୂଳ ରାମପୁର,୧୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରି ପଞ୍ଚାୟତ ଅଧୀନରେ ଥିବା ମେଘା ଉଠା ପାନୀୟ ଜଳଯୋଗାଣ କ୍ୟାମ୍ପ୍ଠାରୁ ଶୁକ୍ରବାର…

ମହିଳା ମହାସଂଘ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଆତ୍ମସାତ୍ କରିନେଲେ ସଭାନେତ୍ରୀ, ସମ୍ପାଦିକା
ବନ୍ତ,୧୪ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ନେଇ ଅଭିଯୋଗ ହୋଇଛି।…