Wednesday, January 8, 2025
Wednesday, January 8, 2025
Home ଆମ ଓଡ଼ିଶା ଧାନ କାଟୁଥିଲେ; ବିଦ୍ୟୁତ ତାର ଲାଗି ଜୀଅନ୍ତା ଜଳିଗଲେ ଚାଷୀ

ଧାନ କାଟୁଥିଲେ; ବିଦ୍ୟୁତ ତାର ଲାଗି ଜୀଅନ୍ତା ଜଳିଗଲେ ଚାଷୀ

by
0 comment

ରାଜଧାନୀରେ ମାତିଛନ୍ତି ଲୁଟେରା, ପିକନିକ୍‌ ଯାଇଥିବା ବେଳେ ଘରେ ବୁଲାଇଲେ କଳାକନା, ଲକ୍ଷର ଲକ୍ଷର ସୁନାଗହଣା ଲୁଟ୍‌.. // ସମ୍ବଲପୁର : ଚୋରି ଘଟଣାର ପର୍ଦ୍ଦାଫାଶ,୧୬.୪୦ ଲକ୍ଷ ନଗଦ ଟଙ୍କା ଓ ୮.୬୦ ଲକ୍ଷର ସୁନାଗହଣା ଜବତ କଲା ପୁଲିସ.. // ଚାନ୍ଦବାଲି : ୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲେ ଚାଷୀ, ନରସିଂହପୁର ବାଲିଗାଁ ୧୨ ନମ୍ବର ୱାର୍ଡ ଅଞ୍ଚଳର ବିଲରେ ଅଘଟଣ.. // ଭୁବନେଶ୍ୱର : ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ, ଯୋଗଣା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା.. ପ୍ରତି ଜିଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି, ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ଜାରି ରହିଥିବା କହିଲେ // ଭୁବନେଶ୍ୱର : ସ୍ଥଗିତ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ,ଆସନ୍ତାକାଲି ସନ୍ଧ୍ୟାରେ ଓଡିଶା ଆସିବାର ଥିଲା.. // ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସାଂସଦ ରାହୁଲ ଗାନ୍ଧୀ.. // ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା //ବ୍ରହ୍ମପୁର : ଇ-ବାଇକ୍ ଶୋ’ରୁମରେ ଅଗ୍ନିକାଣ୍ଡ, ରେଡ୍ଡୀ ଗ୍ୟାରେଜ୍ ଛକ ନିକଟର ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ଉଦ୍ୟମ/ଟେଷ୍ଟରେ ସ୍ମିଥଙ୍କ ଦମଦାର ଶତକ, ମେଲବର୍ଣ୍ଣରେ ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍, ଭାରତ ବିପକ୍ଷରେ ଷ୍ଟିଭ୍ ସ୍ମିଥଙ୍କ ଦମଦାର ଶତକ, ଭାରତ ବିପକ୍ଷରେ ୧୧ ତମ ଶତକ କଲେ ସ୍ମିଥ୍//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od