ମାଲକାନଗିରି,୭।୧୨: ମାଲକାନଗିରି ଜିଲା ଏମ୍ଭି-୭ ଗାଁ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଏକ ବାଇକ୍ ଯୋଗେ ୩ଜଣ ଯୁବକ ଯାଉଥିଲେ। ହେଲେ ଏମ୍ଭି-୭ ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ View All
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ View All
![](https://www.dharitri.com/wp-content/uploads/2024/12/dc6cfa03-0358-4ba0-9ce6-33104f49923a.jpg)
ହଠାତ୍ ସ୍କୁଟିକୁ ଧକ୍କା ଦେଲା ପିକ୍ଅପ୍: ଚୁରମାର ହେଲା…
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ (ନଂ. ଓଡ଼ି ୦୭…
![](https://www.dharitri.com/wp-content/uploads/2024/12/154249fc-2f6c-4825-8e1a-4d1122684d8f.jpg)
ମଧ୍ୟାନ୍ନ ଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ….
ଦାରିଙ୍ଗବାଡି, ୭/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ୩୬ ଅସୁସ୍ଥ ହୋଇପଡ଼ିଥିବା ଘଟଣା…
![](https://www.dharitri.com/wp-content/uploads/2024/12/a69f89e3-6176-4171-85fe-ac0adb53ec3e.jpg)
ଯୁବତୀଙ୍କୁ ବଟିକା ଦେଇ ବଳାତ୍କାର: ବନ୍ଧାହେଲେ ଆଶ୍ରମର ରଙ୍ଗିଲା ବାବା
ଭୁବନେଶ୍ୱର,୭।୧୨: ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ଯୁବତୀଙ୍କୁ ନିଶା ବଟିକା ଦେଇ ବଳାତ୍କାର ଅଭିଯୋଗରେ ରଙ୍ଗିଲା ବାବା ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ…
![](https://www.dharitri.com/wp-content/uploads/2024/12/Untitled-1-29.jpg)
ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ଭୁବନେଶ୍ୱର,୭।୧୨: ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତ ପାର୍ଥକ୍ୟ ପାଇଁ ଆଜି…
![](https://www.dharitri.com/wp-content/uploads/2024/12/02be81cf-56eb-4cc4-870e-3825cdc5beaf.jpg)
ଜାଣନ୍ତୁ ୩ ବର୍ଷରେ ଜଗାକୁ ଶ୍ରଦ୍ଧାାଳୁ ଦେଇଛନ୍ତି କେତେ କୋଟି, ହୁଣ୍ଡିରେ…
ପୁରୀ,୭।୧୨: ଦାନ ସୂତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ୩ ବର୍ଷରେ ମିଳିଛି ୧୧୩ କୋଟି। ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ଏ ନେଇ…
![](https://www.dharitri.com/wp-content/uploads/2024/12/2-8.jpg)
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଖଡ଼ିଆଳ ବିଧାୟକ
ଖଡ଼ିଆଳ,୭ା୧୨(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲାର ଖଡ଼ିଆଳ ମିଶନ ହସ୍ପିଟାଲ (ଇଭାଞ୍ଜିକାଳ)କୁ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ପାଇଁ ଖଡ଼ିଆଳ ବିଧାୟକ…
![](https://www.dharitri.com/wp-content/uploads/2024/12/Untitled-1-27.jpg)
୩ ଦିନିଆ କେନ୍ଦୁଝର ଗସ୍ତରେ ପଶ୍ଚିମାଞ୍ଚଳ ଡିଆଇଜି, ଜିଲାର ବିଭିନ୍ନ ଥାନାକୁ ଯାଇ କଲେ ସମୀକ୍ଷା
କେନ୍ଦୁଝର,୭।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ପଶ୍ଚିମାଞ୍ଚଳ ଡିଆଇଜି ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ଜିଲାର ବିଭିନ୍ନ…
![](https://www.dharitri.com/wp-content/uploads/2024/12/960c3b5d-e02c-4655-9759-ea75ccb23666.jpg)
ମଧ୍ୟାହ୍ନଭୋଜନ ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ, ବାସି ଭାତକୁ ବାସି ଡାଲି କହିଲେ…
ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ପ୍ରଥମେ ୬…