Sunday, March 2, 2025
Home ଆମ ଓଡ଼ିଶା ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

by
0 comment

//ମୋ ବସ ଧକ୍କାରେ ମହିଳା ମୃତ//ଅଜୟ ଲଲୁ ହେଲେ ଓଡ଼ିଶା କଂଗ୍ରେସ ନୂଆ ପ୍ରଭାରୀ, ସପ୍ତଗିରି ଉଲ୍ଲାକାଙ୍କୁ ୪ ରାଜ୍ୟର ପ୍ରଭାରୀ ଦାୟିତ୍ୱ//ନୂଆ ମୁଖିଆଙ୍କ ବଡ ନିଷ୍ପତ୍ତି, କଂଗ୍ରେସର ସମସ୍ତ ନିଲମ୍ବିତ ସଦସ୍ୟଙ୍କ ଉପରୁ ନିଲମ୍ବନ କଟକଣା ହଟାଇଲେ ପିସିସି ସଭାପତି ଭକ୍ତ ଚରଣ ଦାସ, ଦଳ ପରିତ୍ୟାଗ କରିଥିବା ସଦସ୍ୟମାନଙ୍କୁ ଫେରି ଆସିବାକୁ ନିବେଦନ କଲେ ସଭାପତି / ବିଜେପି କୋର କମିଟି ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ସୂଚନା, ଖୁବ ଶୀଘ୍ର ଆରମ୍ଭ ହେବ ମସ୍ତ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା / ହିନ୍ଦୁ ସାଧୁ ବେଶରେ ଠକେଇ ଅଭିଯୋଗରେ ୫ ଗିରଫ, ସୂଚନା ଦେଲେ ତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ୍‌ / ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ପୁଣି ଠାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉତ୍ତରାଞ୍ଚଳ ଆଇଜି / ଫେବୃଆରୀ ୧୮ରେ କଂଗ୍ରେସର ସଂକଳ୍ପ ପଦଯାତ୍ରା – ଭୁବନେଶ୍ୱର ବିମାନବନ୍ଦରରୁ କରିବେ ପୁରୀ ଯାତ୍ରା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ଗଠିତ / ଜୀବୀକା ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ଷ୍ଟାଫ୍‌ଙ୍କ ବଦଳିଲା ପରିଚୟ, ନୂଆ ନାଁ ଲକ୍ଷପତି ସହାୟିକା ଦିଦି / କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ୧୦ ମାସର ବକେୟା ପାରିଶ୍ରମିକ ପ୍ରଦାନ କରିବେ ରାଜ୍ୟ ସରକାର, , ଉପକୃତ ହେବେ ୬୨ହଜାର – ଘୋଷଣା କଲେ ମୁଖ୍ୟମନ୍ତ୍ରୀ / ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ପ୍ରମିଳା ମାଲିକ, କାରଣ ଅସ୍ପଷ୍ଟ / ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା, ଲଗାତାର ତୃତୀୟ ଥର ପାଇଁ ଏ-ଗ୍ରେଡ ହାସଲ କରିଛି ବିଜେବି /

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od