Tuesday, January 7, 2025
Home election news update odia news odisha news ଦିନ ୩ ଟା ସୁଦ୍ଧା ୪୮.୪୪ % ମତଦାନ

ଦିନ ୩ ଟା ସୁଦ୍ଧା ୪୮.୪୪ % ମତଦାନ

by
0 comment

ପୋଲସରା ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ, ଦୁଇଜଣ ବ୍ୟକ୍ତି ଗୁରୁତର//ଛତିଶଗଡ ବେମେତରା ଜିଲ୍ଲାର ପିରଦା ଗାଁରେ ଏକ ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ//କେରଳରେ ପ୍ରବଳ ବର୍ଷା; ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ//ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କୁଜଙ୍ଗରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି//ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୧.୩୨ % ମତଦାନ // ଅନୁଗୁଳରେ ୨୨.୮୫%, କଟକ ୨୦.୧୩ %, ଦେଓଗଡ ୨୪.୦ %, ଢେଙ୍କାନାଳ ୨୦.୯୨ %, କେନ୍ଦୁଝର ୨୦. ୮୪%, ଖୋର୍ଦ୍ଧା ୨୧.୬୧ %, ମୟୁରଭଞ୍ଜ ୨୧. ୨୪%, ନୟାଗଡ ୧୯.୩୦%, ପୁରୀ ୨୧.୬୪%, ସମ୍ବଲପୁର ୨୨.୪୯% // ଭୋଟ୍ ବେଳେ ଆଠଗଡରେ ବୁଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୪ ଆହତ//ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍‌ରେ ଅଘଟଣ : ଭୋଟ୍ ଦେବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ//ଢେଙ୍କାନାଳ ହିନ୍ଦୋଳରେ ଅଘଟଣ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ//ମତଦାନ କେନ୍ଦ୍ରକୁ ମୋବାଇଲ ମନା: ଭୋଟର ଏବଂ ଅଧିକାରୀଙ୍କୁ ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ//ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏରୋଡ୍ରମ୍‌‌ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଲେ ନବୀନ, ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ, ବିଜେଡିର ବଡ ବିଜୟ ହେବ ବୋଲି କହିଛନ୍ତି ନବୀନ//ଦିଲ୍ଲୀରେ ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଦେଲେ ରାଷ୍ଟ୍ରପତି//ଭୋଟ ଦେଉଛି ଓଡ଼ିଶା; ୬ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଚାଲିଛି ମତଦାନ, ସକାଳ ୭ଟାରୁ ମତଦାନ ଆରମ୍ଭ, କିଛି ସ୍ଥାନରେ ଇଭିଏମ୍‌‌ ତ୍ରୁଟି ଯୋଗୁ ମତଦାନ ବିଳମ୍ବ// ବୁଥରେ ପହଞ୍ଚି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ// ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୮ଟି ରାଜ୍ୟର ୫୮ଟି ଲୋକସଭା କ୍ଷେତ୍ରରେ ଚାଲିଛି ଭୋଟ ଗ୍ରହଣ//ଭୋଟ ଦେଲେ ବିଜେଡି ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିିକ ପାଣ୍ଡିଆନ୍‌‌, ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ//ଭୋଟ ଦେଲେ କେନ୍ଦୁଝର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଓ କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od