Monday, February 24, 2025
Home ଆମ ଓଡ଼ିଶା ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

by
0 comment

ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି, କେତେକ ସ୍ଥାନରେ ଜାରି ରହିଛି ବର୍ଷା। ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା // ସୁବର୍ଣ୍ଣପୁର : ଡ୍ରେନ୍ ସଫା ବେଳେ କାନ୍ଥ ଭୁଶୁଡି ଦମ୍ପତି ମୃତ, ସୋନପୁରରେ ଘରୋଇ ଡ୍ରେନ୍ କାମ ବେଳେ ଅଘଟଣ.. // ବାରିପଦା ବସଷ୍ଟାଣ୍ଡରେ ହଣାକଟା: ଅଭିଯୁକ୍ତକୁ ଗିରଫ ଦାବିରେ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ//ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ, ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ ଚତୁର୍ଦ୍ଧା ମୂରତି, ଭୋର ୫ଟାରୁ ଆରମ୍ଭ ହୋଇଛି ଧାଡି ପହଣ୍ଡି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ଦୁର୍ଲଭ ହାତୀ ବେଶକୁ ଅତି ନିକଟରୁ ଦର୍ଶନ କରିବେ କୋଟି କୋଟି ଭକ୍ତ//ବାଲେଶ୍ଵରରେ ସ୍ଵଭାବିକ ହେଉଛି ସ୍ଥିତି: ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ହଟିଲା କର୍ଫ୍ୟୁ, ସହଦେବଖୁଣ୍ଟା ଏବଂ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ଯାଏଁ ୯ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, ଏବେବି ମୋବାଇଲ ଇଣ୍ଟରନେଟ୍ ବନ୍ଦ//ରାଜ୍ୟରେ ମୌସୁମୀ ବର୍ଷା: ଆଜି ପାଇଁ ମୟୁରଭଞ୍ଜ ଓ କେନ୍ଦୁଝରକୁ ପ୍ରବଳ ବର୍ଷା ନେଇ ଚେତାବନୀ, ୧୪ ଜିଲ୍ଲାକୁ ବିଜୁଳି, ଘଡଘଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି, ୨୪ ଜିଲ୍ଲାକୁ ମୌସୁମୀ ଅଗ୍ରସର ପରେ ବାକି ୬ ଜିଲ୍ଲାରେ ପ୍ରବେଶ ନେଇ ପାଗ ଅନୁକୂଳ ଥିବା କହିଲା ପାଣିପାଗ ବିଭାଗ//ନୂଆଦିଲ୍ଲୀ​‌ରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରସଙ୍ଗରେ ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ହେବ ଆଲୋଚନା, ରାଷ୍ଟ୍ରପତିଙ୍କୁ ଭେଟିପାରନ୍ତି ବାଂଲାଦେଶ ପିଏମ୍//ଟି-୨୦ ବିଶ୍ଵକପରେ ସୁପର ୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ଲଢେଇ : ମ୍ୟାଚ୍ ଜିତି ସେମିରେ ସ୍ଥାନ ପକ୍କା କରିବ ଭାରତ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od