Sunday, February 23, 2025
Home air india flight ଟ୍ରାକ୍ଟର ସହ ଧକ୍କା ହେଲା ବିମାନ, ଥିଲେ ୧୮୦ ଯାତ୍ରୀ

ଟ୍ରାକ୍ଟର ସହ ଧକ୍କା ହେଲା ବିମାନ, ଥିଲେ ୧୮୦ ଯାତ୍ରୀ

by
0 comment

ଟ୍ରାକ୍ଟର ସହ ଧକ୍କା ହେଲା ବିମାନ, ଥିଲେ ୧୮୦ ଯାତ୍ରୀ

BJD Bijuli 480×75 Mob

ପୁଣେ: ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଗୁରୁବାର ପୁଣେ ବିମାନବନ୍ଦରର ରନୱେରେ ବିମାନଟି ଏକ ଟଗ୍ ଟ୍ରାକ୍ଟର ସହିତ ଧକ୍କା ହୋଇଛି। ଏହି ସମୟରେ ବିମାନରେ ୧୮୦ ଯାତ୍ରୀ ଥିଲେ। ଘଟଣା ବିଷୟରେ ସୂଚନା ଦେଇଛନ୍ତି ବିମାନବନ୍ଦର ଅଧିକାରୀ।

ସୂଚନା ଅନୁସାରେ, ଦିଲ୍ଲୀକୁ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ରନୱେରେ ଯାତ୍ରୀଙ୍କ ଜିନିଷ ନେଇ ଯାଉଥିବା ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହା ଫଳରେ ବିମାନର ସାମ୍ନା ପାଖ ଓ ଅବତରଣ ଗିୟର ପାଖ ଟାୟାର ଫାଟିଯାଇଥିବା ଜଣାପଡ଼ିଛି। ଏଥିରେ ବିମାନରେ ଯାତ୍ରୀ କିମ୍ବା କ୍ରୁ ମେମ୍ବର କାହାର କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od