Wednesday, February 19, 2025
Home Home Left ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା

ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା

by
0 comment

Posted inଜାତୀୟ

ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା

କୁର୍ନୁଲ,୧୧ା୬: ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାରେ ଟିଡିପି ନେତା ଗୌରୀନାଥ ଚୌଧରୀଙ୍କୁ ହତ୍ୟା କରାଯାଇଛି। ବୋମିରେଡ୍‌ଡିପାଲେ ଗ୍ରାମରେ ଓ୍ବାଇଏସ୍‌ଆର୍‌ସିପି କର୍ମୀ ପମୟା, ରାମକ୍ରିଷ୍ଣା ଓ ଅନ୍ୟମାନେ ଛୁରି ଓ ଟାଙ୍ଗିଆରେ ଟିଡିପିର ସ୍ଥାନୀୟ ନେତା ଗୌରୀନାଥଙ୍କୁ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛି। ଟିଡିପି ନେତା ନର ଲୋକେଶ ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ଜଗନମୋହନ ରେଡ୍ଡୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା

ନୂଆଦିଲ୍ଲୀ, ୧୧।୬: ପାଣି ପାଇଁ ହଇରାଣ ହେଉଥିବା ରାଜଧାନୀ ଦିଲ୍ଲୀ ବାସିନ୍ଦା ଏବେ ଆଉ ଗୋଟିଏ ସମସ୍ୟାରେ ପଡ଼ିଛନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ…

ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ‘ଅମରାବତୀ’

ଅମରାବତୀ,୧୧।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ଅମରାବତୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପୂର୍ବରୁ ବିଜୟଓ୍ବାଡାରେ ଆୟୋଜିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ…

କଂଗ୍ରେସର ବଡ଼ ଦାବି, ଏଠି ବଦଳିଯିବ ସରକାର !

ନୂଆଦିଲ୍ଲୀ, ୧୧।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ…

ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ, ୧୧।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉତ୍ତର ଭାରତ ଆଡ଼କୁ ମୁହାଁଉଛି । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦେଶର କେତେକ ଅଞ୍ଚଳରେ…

କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ…

ନୂଆଦିଲ୍ଲୀ,୧୧।୬: ଲଦାଖର ସ୍ବାଧୀନ ଏମପି ମହମ୍ମଦ ହନିଫା ଜାନ ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ଭେଟିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ଫଟୋକୁ କଂଗ୍ରେସ ଏହାର…

ଏଥର ମଧ୍ୟ ଲୋକ ସଭା ସ୍ପିକର ପଦ ସମ୍ଭାଳିବେ ଓମ ବିର୍ଲା! ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ,୧୧।୬: ଚଳିତ ଲୋକ ସଭା ନିର୍ବାଚନରେ ଭାଜପାକୁ ରାଜସ୍ଥାନରେ ୧୧ଟି ଆସନ ହରାଇବାକୁ ପଡ଼ିଲା, ଏହା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ରାଜସ୍ଥାନର ଚାରିଜଣ ଏମପିଙ୍କୁ ମନ୍ତ୍ରୀ…

ନଡ୍ଡା ଗଲେ କ୍ୟାବିନେଟ, ଏବେ କିଏ ହେବେ ଭାଜପା ଅଧ୍ୟକ୍ଷ, ଆଗରେ ରହିଛି ଏହି ସବୁ ନାଁ

ନୂଆଦିଲ୍ଲୀ,୧୧।୬: ଭାଜପା ପାଇବ ନୂଆ ଅଧ୍ୟକ୍ଷ। ଏଥିପାଇଁ ସେପ୍ଟେମ୍ବର ସୁଦ୍ଧା ଭାଜପାର ଅଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ରହିଛି। ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ପର୍ଯ୍ୟନ୍ତ…

ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା

ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍‌ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର…

Advertisement

ଧରିତ୍ରୀ କାର୍ଟୁନ

Archives

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od