Sunday, February 23, 2025
Home ଆମ ଓଡ଼ିଶା ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି

by
0 comment

ପଦ୍ମ ଧରିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ବଡମ୍ବା ବିଧାୟକଙ୍କ ନେତୃତ୍ଵରେ ବିଜେପିରେ ହେଲେ ସାମିଲ , ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି//ବଲିଉଡରୁ ଅବସର ଘୋଷଣା କଲେ ଅଭିନେତା ବିକ୍ରାନ୍ତ ମାସେ, ନିରାଶ ହେଲେ ପ୍ରଶଂସକ, ଦ୍ଵାଦଶ ଫେଲ ଏବଂ ଦ ସାବରମତୀ ରିପୋର୍ଟ ଭଳି ଚଳଚ୍ଚିତ୍ରରେ ଦମଦାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥିଲେ ବିକ୍ରାନ୍ତ // ତାମିଲନାଡୁରେ ଭୂସ୍ଖଳନ ଯୋଗୁ ୭ ମୃତ, ବାତ୍ୟା ଫେଙ୍ଗାଲ ପ୍ରଭାବରେ ତିରୁଭାନ୍ନାମାଲାଇରେ ପ୍ରବଳ ବର୍ଷା ଯୋଗୁ ଘଟିଛି ଭୂସ୍ଖଳନ//ବିଦାୟ ପୂର୍ବରୁ ନିଜ ପୁଅକୁ ରାଜକ୍ଷମା ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ପୁଅ ହଣ୍ଟର ବାଇଡେନଙ୍କ ବିରୋଧରେ ବନ୍ଧୁକ ରଖିବା ଏବଂ ଟିକସ ଠକେଇ ଅଭିଯୋଗରେ ଚାଲିଥିଲା ମାମଲା//କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଭୀମଭୋଈ ମେଡିକାଲରେ ଚିକିତ୍ସାଧୀନ ଥିବା ଗଜସାଥୀ ରୂପେଶ ଛତ୍ରିଆଙ୍କ ମୃତ୍ୟୁ , ରବିବାର କଣ୍ଟାବାଞ୍ଜି ରେଞ୍ଜ ବାନ୍ଧନପାଲିରେ କରିଥିଲା ଆକ୍ରମଣ//ଆନନ୍ଦପୁର: ବାଲି ମାଫିଆଙ୍କ ଆକ୍ରମଣରେ ଖଣି ଅଧିକରୀ ଗୁରୁତର, ବୈତରଣୀ ପୋଲ ଉପରେ ଖଣି ଅଧିକାରୀଙ୍କୁ ଆକ୍ରମଣ//ପୁଣି ଏମକେସିଜି ମେଡିକାଲ କଲେଜରେ ରାଗିଂ, ସିନିୟର ଛାତ୍ର ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ, କଲେଜ ଆଣ୍ଟିଂ ରାଗିଂ ସେଲରେ ଅଭିଯୋଗ, ଘଟଣାକୁ ନେଇ ଆଜି ବସିବ ବୈଠକ//ଆଜିଠୁ କମିବ ଆଳୁ ଟେନସନ୍ :ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ ଆଳୁ ଆଜି ଓଡିଶାରେ ପହଞ୍ଚିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା, ୟୁପି ଆଳୁ ପହଞ୍ଚିଲେ ରାଜ୍ୟରେ ଆଉ ରହିବନି ଆଳୁ ସଙ୍କଟ//୩ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା : ମୋଦୀ ଓ ଶାହାଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ପାଇଛି କଣ , ତାକୁ ନେଇ ହୋଇପାରେ ଆଲୋଚନା//କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ରହସ୍ୟ ଉପରୁ ଆଜି ଉଠିପାରେ ପରଦା, ଆଜି ଆସିବ ସିଏମ୍ ଙ୍କ ନାଁ, ଆଜି ବିଧାୟକ ଦଳ ନେତା ଚୟନ ପରେ ୫ରେ ଶପଥ ଗ୍ରହଣ ଚର୍ଚ୍ଚା//ଆରମ୍ଭ ହେଲା କୋଣାର୍କ ମହୋତ୍ସବ: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଥମ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟ ପରିବେଷଣ କଲେ ଭୁବନେଶ୍ଵର ଓ ଦିଲ୍ଲୀର ନୃତ୍ୟଶିଳ୍ପୀ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od