Friday, January 10, 2025
Friday, January 10, 2025
Home ଆମ ଓଡ଼ିଶା ଜଗନ୍ନାଥ ରଥ ସାରଥୀଙ୍କ ପରଲୋକ

ଜଗନ୍ନାଥ ରଥ ସାରଥୀଙ୍କ ପରଲୋକ

by
0 comment

//ବାଙ୍କୀ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତି ଗଣ୍ଡଗୋଳ, ୬ ଆହତ। ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟିରୁ ଚାପା ଉତ୍ତେଜନା। ଗାଁ ଲୋକଙ୍କ ରାସ୍ତାରୋକ, ଘଟଣାସ୍ଥଳରେ ବାଙ୍କୀ ପୁଲିସ।//ସୋର: ଘର ଭିତରେ ସ୍ବାମୀସ୍ତ୍ରୀଙ୍କ ମୃତଦେହ ଠାବ। ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁରେ ମୃତ। ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ, ଘଟଣାସ୍ଥଳରେ ପୁଲିସର ଛାନଭିନ।//ଆଇପିଏଲ ୨୦୨୪: କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ, ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ//ବାତ୍ୟା ‘ରେମାଲ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ। ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁଲା। ପ୍ରାୟ ୪ ଘଣ୍ଟା ଧରି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିବ। ମଧ୍ୟରାତ୍ରୀ ସୁଦ୍ଧା ପବନର ବେଗ ୧୧୦ରୁ ୧୨୦କିମି ଛୁଇଁବା ସମ୍ଭାବନା ରହିଛି।//ପ୍ରକାଶ ପାଇଲା +୨ ରେଜଲ୍ଟ: ଏକ ସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ଫଳ // ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଣପାଜୁ ଗାଁରେ ଅଭାବନୀୟ ଘଟଣା: ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତିଙ୍କ ଜୀବନ//ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ, ଅପରାହ୍ନରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ//କାହାର ହେବ ଆଇପିଏଲ୍ ଟ୍ରଫି: ଆଜି କୋଲକାତା ନାଇଟ୍ ରାଇଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଫାଇନାଲ ଟକ୍କର, ଚେନ୍ନାଇରେ ଖେଳାଯିବ ମ୍ୟାଚ୍, ଟସ୍ ଉପରେ ରହିବ ନଜର//ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ରେମାଲ, ଅଧିକ ଘନୀଭୂତ ହୋଇ ଆଜି ଭୀଷଣ ବାତ୍ୟାରେ ହେବ ପରିଣତ : ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗରଦ୍ଵୀପ ଏବଂ ବାଲାଂଦେଶ କ୍ଷେପକୁରା ମଧ୍ୟରେ କରିବ ଲ୍ୟାଣ୍ଡଫଲ , ବାଲେଶ୍ଵର , ଭଦ୍ରକ ଏବଂ ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା//ବୋଲଗଡ କାଉଁରିପାଟରା ବୁଥ୍ ରେ ଇଭିଏମ୍ ଫିଙ୍ଗାଯିବା ମାମଲା: ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କଲା ପୁଲିସ୍//କଟକରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରୋଗୀ ମୃତ//ଉତ୍ତରପ୍ରଦେଶ ଶାହାଜାହାନପୁରରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ୍, ୧୧ ମୃତ, ୨୫ ଶ୍ରଦ୍ଧାଳୁ ଆହତ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od