Wednesday, February 19, 2025
Home Leading ଚାଷୀଙ୍କ ପଞ୍ଜିକରଣ କମିବା ନେଇ ଅନୁଧ୍ୟାନ କରାଯାଉଛି: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଚାଷୀଙ୍କ ପଞ୍ଜିକରଣ କମିବା ନେଇ ଅନୁଧ୍ୟାନ କରାଯାଉଛି: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

by
0 comment

ଭୁବନେଶ୍ବର: ଧାନରେ ବୋନସ୍ ୮୦୦ ଟଙ୍କା ଦେବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ କମିଲା ଚାଷୀଙ୍କ ପଞ୍ଜିକରଣ କମିଛି। ଏନେଇ ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। 

Advertisment

ଗତବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକୃତ କରିଥିଲେ। ଚଳିତ ବର୍ଷ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ପ୍ରାୟ ୨୩ ହଜାର ଚାଷୀଙ୍କ ପଞ୍ଜିକରଣ ହ୍ରାସ ପାଇଛି। ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od