Saturday, February 22, 2025
Saturday, February 22, 2025
Home ଆମ ଓଡ଼ିଶା ଚାପିଦେଲା ଅଜଣା ଗାଡ଼ି, ସଡ଼କ ଦୁର୍ଘଟଣାରେ ୩ ମୃତ

ଚାପିଦେଲା ଅଜଣା ଗାଡ଼ି, ସଡ଼କ ଦୁର୍ଘଟଣାରେ ୩ ମୃତ

by
0 comment

//କୋଇଡ଼ା: ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ମୃତ। ୫୨୦ ନମ୍ବର ଜାତୀୟ ରାଜପଥ କାଲଟା ଫାଣ୍ଡି ବେଞ୍ଜାଢ଼ି ବ୍ରିଜରେ ଦୁର୍ଘଟଣା। ଫୁଟବଲ ଖେଳି ବାଇକରେ ଫେରୁଥିଲେ, ସମସ୍ତ ମୃତକ ତୋଡ଼ା ଗାଁର। ରାସ୍ତାରେ ପଡ଼ିଛି ୩ଜଣଙ୍କ ମୃତଦେହ, ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ।//ମନ୍ଦିରା ଡ୍ୟାମରେ ବୁଡି ୨ ଯୁବକ ମୃତ//ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଡିଜିପି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ//ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ ରେ ଆରମ୍ଭ ହେଉଥିବାରୁ ଆସନ୍ତା କାଲି (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ ରହିବ // ଭୁବନେଶ୍ଵର: ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି), ବିଜ୍ଞପ୍ତି ଜାରି କଲା ଏଆଇସିସି, ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ସମସ୍ତ କାର୍ଯ୍ୟକାରୀ କମିଟି ଭଙ୍ଗ ହେଲା // ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସର ବିଧାୟକ ଦଳ ନେତା, ଅଶୋକ ଦାସ ହେଲେ ବିଧାୟକ ଦଳ ଉପନେତା, ସିଏସ ରାଜନ ଏକ୍କା ହେଲେ ମୁଖ୍ୟ ସଚେତକ, ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି // ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ, ତାଙ୍କ ନାଁରେ ନକଲି ହ୍ବାଟ୍ସଆପ ଆକାଉଣ୍ଟ ଖୋଲି ଜଣାଶୁଣା ଲୋକଙ୍କୁ ଟଙ୍କା ମଗାଯାଉଥିବା ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଦେଲେ ସୂଚନା // କେନ୍ଦୁଝର: ବାପାଙ୍କୁ ମାଡ଼ମାରି ପୁଅକୁ ଅପହରଣ କରିବା ଘଟଣା, ଅପହୃତ ପୁଅ ଟୋଲଙ୍କପଡ଼ା ଜଙ୍ଗଲରୁ ଉଦ୍ଧାର, ଅପହରଣକାରୀଙ୍କୁ ଅଟକ ରଖିଛି ନନ୍ଦପଦା ପୁଲିସ // ଭୁବନେଶ୍ଵର: ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାରୁ କ୍ଷୋଭ ପ୍ରକାଶ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି, କହିଲେ- ଏତେ ବଡ଼ ଦଳ, ନେତା ବଛା ହୋଇପାରୁ ନାହାନ୍ତି, କାହାକୁ କ’ଣ ଦାୟୀ କରିବି, ନିଜକୁ ଦାୟୀ କରିବି // ସୁନ୍ଦରଗଡ କୋଇଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା: ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର, କୋଇଡା ପୁଲିସ୍ ଏବଂ ଫରେନସିକ୍ ଟିମ୍ ର ତଦନ୍ତ ଜାରି//ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଅଭାବନୀୟ ଘଟଣା: ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ ହୋଇ ପଡିଗଲେ ବୃଦ୍ଧ//ଭୁବନେଶ୍ଵର: ସରିଲା ସର୍ବଦଳୀୟ ବୈଠକ; ବିଧାନସଭା କାର୍ଯ୍ୟରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ବିରୋଧୀ, ବୈଠକରେ ଯୋଗଦେଲାନି କଂଗ୍ରେସ // ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ ଅଘଟଣ: ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ,ପୁଅ , ମାଆ ମୃତ, ପୁଅ ଗୁରୁତର, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି//ଭୁବନେଶ୍ଵର: ପୂର୍ବପରି ଚାଲୁ ରହିବ ବିଜୁ କ୍ରୀଡ଼ା ପୁରସ୍କାର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବରପୁତ୍ରମାନଙ୍କୁ ମୋ ସରକାର ସମ୍ମାନ ଦିଅନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ // କୋରାପୁଟ: ଶେଷଯାତ୍ରାରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପାତ୍ରପୁଟ ଗାଁ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଦିଆଗଲା ଗାର୍ଡ ଅଫ୍ ଅନର // ଭୁବନେଶ୍ଵର: ଆସନ୍ତା କାଲି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ, ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ଅଭିଯୋଗ ଶୁଣାଣି // କୁଚିଣ୍ଡା: ଟ୍ରେଲର ଧକ୍କାରେ ୨ ବାଇକ ଆରୋହୀ ମୃତ, ଲଇଡାଗୁନା ଛକରେ ଘଟିଛି ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା // ନୂଆଦିଲ୍ଲୀ: ନିଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା ସିବିଆଇ, ଅଭିଯୁକ୍ତଙ୍କ ମଧ୍ୟରେ ୨ ଡାକ୍ତରୀ ଛାତ୍ର ସାମିଲ //ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ, ୨୩ରେ ଆଗତ ହେବ ବଜେଟ // କେରଳ ମାଲାପୁରମରେ ଜଣେ ୧୪ ବର୍ଷୀୟ ବାଳକ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ: କେଉଁ ମାନଙ୍କ କଣ୍ଟାକ୍ଟରେ ଆସିଛି ଜାଣିବାକୁ ସରକାରୀ ସ୍ତରରେ ତତ୍ପରତା, ଆକ୍ରାନ୍ତ ଚିହ୍ନଟ ଅଞ୍ଚଳର ୩ କିମି ମଧ୍ୟରେ ସତର୍କ ରହିବାକୁ ପରାମର୍ଶ, ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ପ୍ରଶାସନ//ରାଜଗାଙ୍ଗପୁର କାଶୀପଡା ଢବଲ୍ ମର୍ଡରର ମୁଖ୍ୟ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କଲା ପୁଲିସ, ଗତ ୧୪ ତାରିଖରେ ପ୍ରେମ ସମ୍ପର୍କକୁ ନେଇ ଯୁବକ ଯୁବତୀଙ୍କୁ ହତ୍ୟା କରିଥିଲା//ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ ; ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି , ଆହୁରି ୪ ଦିନ ବର୍ଷିବ //ବର୍ଷା ବିତ୍ପାତ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟରେ ସୁଧୁରିଛି ସ୍ଥିତି

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od